Page Nav

HIDE

Grid

GRID_STYLE

Classic Header

Breaking News:

latest

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନ ରେ ପ୍ରବଳ ବର୍ଷା ସମ୍ଭବନା

ଭୁବନେଶ୍ବର ପାଣପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲା ରେ ପ୍ରବଳ ବର୍ଷା ସହ ବଜ୍ରପାତ ର ଆଶଙ୍କା କରାଯାଇଛି ସେହି ଜି...

ଭୁବନେଶ୍ବର ପାଣପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲା ରେ ପ୍ରବଳ ବର୍ଷା ସହ ବଜ୍ରପାତ ର ଆଶଙ୍କା କରାଯାଇଛି ସେହି ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗୁର, କଳାହାଣ୍ଡି, ମୟୁରଭଞ୍ଜ, ସୁନ୍ଦରଗଡ଼, ଅନୁଗୋଳ, ଭଦ୍ରକ, କନ୍ଧମାଳ, କଟକ, କେନ୍ଦୁଝର, ଦେବଗଡ଼, ଢେଙ୍କାନାଳ, ଝାରସୁଗଡା, ଯାଜପୁର, ସୁମ୍ବଲରପୂର୍ ଓ ବରଗଡ଼ ଆଦି ଜିଲ୍ଲା ର ୧ଟି କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିବିଭାଗ ଏହି ସବୁ ଜିଲ୍ଲା ଗୁଡ଼ିକରେ ୟିଲ୍ଲୋ ୱାର୍ଣିଂ କରି ରଖିଛନ୍ତି| 

Essay on Rainy Season | Rainy Season Essay for Students and ...

 ଆସନ୍ତା ଜୁଲାଇ ୨୦ ରୁ ୨୧ ତାରିଖ ମଧ୍ୟରେ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ୧/୨ଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି
 ଜୁଲାଇ ୨୧ ଓ ୨୨ ରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣିଗ୍ ଜାରି ହୋଇଥିବା ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼,କେନ୍ଦୁଝର ଓ ମୟୂଭଞ୍ଜ ରହିଛି।
 ଏହା ପରେ ପାଗ ସାଧାରଣତଃ ଶୁଖିଲା ରହିବ।

No comments