Page Nav

HIDE

Grid

GRID_STYLE

Classic Header

Breaking News:

latest

ଜମ୍ମୁ-କାଶ୍ମୀର ସୋପିଆନରେ ଏନକାଉଂଟର : ସେନା ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ ; ସେପଟେ ଆଜି ଏଲଓସିରେ ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷାମନ୍ତ୍ରୀ

ଜମ୍ମୁ-କାଶ୍ମୀର ସୋପିଆନରେ ଏନକାଉଂଟର : ସେନା ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ ; ସେପଟେ ଆଜି ଏଲଓସିରେ ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷାମନ୍ତ୍ରୀ ବ୍ୟୁରୋ ...

ଜମ୍ମୁ-କାଶ୍ମୀର ସୋପିଆନରେ ଏନକାଉଂଟର : ସେନା ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ ; ସେପଟେ ଆଜି ଏଲଓସିରେ ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷାମନ୍ତ୍ରୀ

ବ୍ୟୁରୋ 18/7: ଜମ୍ମୁକାଶ୍ମୀର ଶ୍ରୀନଗରରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସେନା ଏନକାଉଂଟରରେ ଟଳିଲେ ୩ ଆତଙ୍କୀ । ଶ୍ରୀନଗରର ସୋପିଆନ୍ ଅଂଚଳରେ ଏହି ଏନକାଉଂଟର ହୋଇଛି । ସୋପିଆନର ଅମସିପୋରା ଅଂଚଳରେ ବଡି ଭୋରରୁ ସେନା ଆରମ୍ଭ କରିଥିଲା ସର୍ଚ ଅପରେସନ । ଆତଙ୍କୀ ଛପିଥିବା ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ଅଭିଯାନ । ସେନାକୁ ଦେଖିବା ପରେ ଖସି ଯିବାକୁ ଆତଙ୍କବାଦୀ ଗୁଳି ମାଡ କରିଥିଲେ । ଏହାର ଜବାବ ଦେଇଥିଲା ସେନା । ଏହି ଏନକାଉଂଟରରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି
ଗତକାଲି ହିଜବୁଲ୍ କମାଣ୍ଡରକୁ ଏନକାଉଂଟର କରିବା ପରେ ପରେ ଆଜି ସେନାଗୁଳିରେ ଟଳିଛନ୍ତି ୩ ଆତଙ୍କୀ । ଗତ ଜୁନ୍ ମାସରେ ସେନା ଅପରେସନରେ ୪୮ ଆତଙ୍କବାଦୀ ନିପାତ ହୋଇଥିଲୋ ଏହା ପରେ ଜୁଲାଇ ମାସରେ ଦକ୍ଷିଣ କାଶ୍ମୀର ଜିଲ୍ଲାରେ ସେନା ଆତଙ୍କବାଦୀ ନିପାତ ଅଭିଯାନ ଜାରି ରଖିଛି ।

No comments