Page Nav

HIDE

Grid

GRID_STYLE

Classic Header

Breaking News:

latest

ମଣିପୁରରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ; ୩ ଯବାନ ସହିଦ, ୪ ଆହତ

୩୦।୦୭:ଭାରତ-ମିଆଁମାର ସୀମା ମଣିପୁରରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଗୁରୁବାର ଜଣାପଡ଼ିଛି। ଏହି ଆକ୍ରମଣରେ ଆସାମ ରାଇଫଲର ୩ ଜଣ ଯବାନ ସହିଦ ହୋଇଛନ୍...


୩୦।୦୭:ଭାରତ-ମିଆଁମାର ସୀମା ମଣିପୁରରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଗୁରୁବାର ଜଣାପଡ଼ିଛି। ଏହି ଆକ୍ରମଣରେ ଆସାମ ରାଇଫଲର ୩ ଜଣ ଯବାନ ସହିଦ ହୋଇଛନ୍ତି। ୪ ଜଣ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଇମ୍ଫାନର ପଶ୍ଚିମ ଜିଲାରେ ଥିବା ମିଲିଟାରୀ ହସ୍ପିଟାଲରେ ଭର୍ତି କରାଯାଇଛି। ଏହି ଘଟଣା ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଇମ୍ଫାର ୧୦୦ କଲୋମିଟର ଦୂରରେ ସ୍ଥିତ ଚନ୍ଦେଲ ଜିଲାରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ପ୍ରଥମେ ଆଇଡ଼ି ବିସ୍ଫୋରଣ କରିଥିଲେ ଓ ପରେ ଗୁଳିଚାଳନା କରିଥିଲେ। ଏବେ ସେଠାକୁ ଅନ୍ୟ ସେନାଙ୍କୁ ସର୍ଚ୍ଚ ଅପରେସନ ପାଇଁ ପଠାଯାଇଛି ବୋଲି ଜଣାଡ଼ପଡ଼ିଛି।

No comments