କରୋନା ପାଇଁ କେନ୍ଦ୍ର ୧୮୦ କୋଟି ଟଙ୍କା ପ୍ରଦାନ କରିଛି। ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ୧୮୦ କୋଟି ୩୨ ଲକ୍ଷ ଟଙ୍କା ୨ୟ କିସ୍ତି ରେ ପ୍ରଦାନ କରିଛନ୍ତି। ...
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ୧୮୦ କୋଟି ୩୨ ଲକ୍ଷ ଟଙ୍କା ୨ୟ କିସ୍ତି ରେ ପ୍ରଦାନ କରିଛନ୍ତି। ଯେଉଁ ସବୁ ରାଜ୍ୟ କରୋନା ବ୍ୟ।ପିଛି ସେ ସବୁ ରାଜ୍ୟ କୁ ଏ ସବୁ ଟଙ୍କା ପ୍ରଦାନ କରା ଯାଇଛି ବୋଲି ସରକାର କହିଛନ୍ତି। ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଏହି ଟଙ୍କା ପ୍ରଦାନ କରାଯାଇଛି ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ରାଜ୍ୟ ଗୁଡିକ ମଧ୍ୟରେ ଓଡ଼ିଶା,ଛତିଶଗଡ଼, ଝାଡ଼ଖଣ୍ଡ,ତାମିଲନାଡୁ,ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୋଆ,ଗୁଜୁରାଟ, କର୍ଣ୍ଣାଟକ, କେରଳ,ପଞ୍ଜାବ, ଆସାମ, ମଣିପୁର ମିଜରାମ,ସିକିମ ସମତେ ଆଉ କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ।
କେନ୍ଦ୍ର ଏହି ସବୁ ସହାୟତା ହସ୍ପିଟାଲ, ICU, ବେଡ଼, ଟେଷ୍ଟ କିଟ,RT PCR,ମେସିନ ଆଦି କିଣା ଯିବ। ତା ସହ ଡାକ୍ତର, ନର୍ସ, ହସ୍ପିଟାଲ କର୍ମଚାରୀ ମାନଙ୍କୁ ଦିଆ ଯିବ।



No comments