ଭାରତୀୟ ହକି ଖେଳାଳି ମନପ୍ରୀତ ସିଂ ଙ୍କୁ କରୋନା ତାଙ୍କ ସମେତ ଆଉ ୩ ଖେଳାଳି ମଧ୍ୟ ସଂକ୍ରମିତ। ଭାରତୀୟ ଖେଳାଳୀ ମନପ୍ରୀତ ସିଂ ଙ୍କ କରୋନା ଟେଷ୍ଟ କାଲି ପଜିଟିଭ ଆସିଛି।ତ...
ଭାରତୀୟ ଖେଳାଳୀ ମନପ୍ରୀତ ସିଂ ଙ୍କ କରୋନା ଟେଷ୍ଟ କାଲି ପଜିଟିଭ ଆସିଛି।ତାଙ୍କ ସହ ଆଉ ୩ ଜଣ ଖେଳାଳି ଙ୍କର ରିପୋର୍ଟ ପଜିଟିଭ ଆସିଛି ବୋଲି ଜଣା ପଡ଼ିଛି।
ମାନପ୍ରୀତ ସିଂ ବ୍ୟତିତ ଡିଫେଣ୍ଡର ସୁରେନ୍ଦ୍ର କୁମାର,ଜସକରନ ସିଂ ଓ ବରୁଣ କୁମାର ମଧ୍ୟ କରୋନା ସଂକ୍ରମଣ ହୋଇଛନ୍ତି। ଖେଳାଳି ମାନଙ୍କୁ ବେଙ୍ଗାଳୁରୁ ନ୍ୟାସନାଲ ହକି କ୍ୟାମ୍ପ ରେ ରିପୋର୍ଟ କରିବା ପରେ କରୋନା ଟେଷ୍ଟ କରା ଯାଇଥିଲେ ଏହା ପରେ ସେମାନେ ସଂକ୍ରମଣ ଜଣା ପଡିଛନ୍ତି।
ବେଙ୍ଗାଳୁରୁ ରେ ପହଞ୍ଚିବା ପୂର୍ବରୁ ସେମାନେ ସଂକ୍ରମଣ ଥିଲେ ବୋଲି ଜଣା ପଡ଼ିଛି। ମନପ୍ରୀତ ସିଂ ଏବେ ସୁସ୍ଥ ଅଛନ୍ତି ବୋଲି ସେ ନିଜେ କହିଛନ୍ତି।


No comments