୧୦।୦୮: କୁଳାଙ୍ଗାର ପୁଅ । ୨୪ ଘଂଟା ହେବ ବନ୍ଦ ଘରେ ମା’କୁ ବନ୍ଧକ ରଖି ହତ୍ୟା ଧମକ ଦେଉଛି ପୁଅ । କେହି ଘର ଖୋଲିବାକୁ ଚେଷ୍ଟା କଲେ ମାକୁ ହତ୍ୟାକରି ଆତ୍ମହତ୍ୟା କରିବାକ...
ପୁୁରୀ ଜିଲ୍ଲା ପିପିଲି ବ୍ଲକ ଲକ୍ଷ୍ମୀନାରାୟଣପୁର ପଂଚାୟତ ରଥସାହିରେ ଘଟିଛି ଏହି ଅଘଟଣ । ଘଟଣା ସ୍ଥଳରେ ପିପିଲି ପୋଲିସ, ଏସଡ଼ିପିସଙ୍କ ସହ ସମସ୍ତେ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଥିବା କହିଛନ୍ତି ସରପଞ୍ଚ । କ’ଣ ପାଇଁ ଏଭଳି ହତ୍ୟାକାଣ୍ଡ ଘଟାଇ ମାକୁ ବନ୍ଧକ ରଖିଛି ପୁଅ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

No comments