Page Nav

HIDE

Grid

GRID_STYLE

Classic Header

Breaking News:

latest

ନୂଆଖାଇ ରେ ସଟଡାଉନ ହେବନି ସମ୍ବଲପୁର ୩ଦିନ ସଟଡାଉନ ବାତିଲ। ସମ୍ବଲପୁର ରେ ୩ଦିନ ସଟଡାଉନ ବାତିଲ କରା ଯାଇଛି। ସ୍ୱାଧୀନତା ଦିବସ ଆଉ ନୂଆଖାଇ ଦିନ ସମ୍ବଲପୁର ରେ ହବନି ସଟ...

ନୂଆଖାଇ ରେ ସଟଡାଉନ ହେବନି ସମ୍ବଲପୁର ୩ଦିନ ସଟଡାଉନ ବାତିଲ।



ସମ୍ବଲପୁର ରେ ୩ଦିନ ସଟଡାଉନ ବାତିଲ କରା ଯାଇଛି। ସ୍ୱାଧୀନତା ଦିବସ ଆଉ ନୂଆଖାଇ ଦିନ ସମ୍ବଲପୁର ରେ ହବନି ସଟଡାଉନ।ନୂଆଖାଇ ପାଇଁ୨୨ ଓ ୨୩ ରେ ମଧ୍ୟ ସଟଡାଉନ ହବନି ବୋଲି ସମ୍ବଲପୁର ଜିଲ୍ଲା ପାଳ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷ କରି ନୂଆଖାଇ ରେ ସଟଡାଉନ ହବନି ବୋଲି ଲୋକ ମାନ ଙ୍କ ମନ ରେ ଖୁସି ର ଲହରୀ ଖେଳିଯାଇଛି। ପୁରା ଅଗଷ୍ଟ ୧୬ ଓ ୧୭ ସମ୍ବଲପୁର ଜିଲ୍ଲା ସଟଡାଉନ ରହିବ ବୋଲି ସମ୍ବଲପୁର ଜିଲ୍ଲା ପାଳ କହିଛନ୍ତି।

ସମ୍ବଲପୁର ବିଧାୟକ ଜୟନରାୟଣ ମିଶ୍ର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଚିଠି ଲେଖିଥିଲେ। ନୂଆଖାଇ ପର୍ବ ପାଳନ କରିବା ପାଇଁ ଅନୁମତି ଆଣିଥିଲେ।

No comments