Page Nav

HIDE

Grid

GRID_STYLE

Classic Header

Breaking News:

latest

ଆସନ୍ତାକାଲି ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ଭୁବନେଶ୍ୱର ଓ କଟକ ରେ ବିଭିନ୍ନ ସ୍ଥାନରେ କମିସନରେଟ ପୋଲିସ ପ୍ରସ୍ତୁତି। ସେଣ୍ଟର୍‌ ବାହାରେ ପୁଲିସ୍‌ର କଡ଼ା ପହରା ରହିବା...

ଆସନ୍ତାକାଲି ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ଭୁବନେଶ୍ୱର ଓ କଟକ ରେ ବିଭିନ୍ନ ସ୍ଥାନରେ କମିସନରେଟ ପୋଲିସ ପ୍ରସ୍ତୁତି।



ସେଣ୍ଟର୍‌ ବାହାରେ ପୁଲିସ୍‌ର କଡ଼ା ପହରା ରହିବା ସହ ଜଣେ ଏସିପି ଓ ଦୁଇଜଣ ଇନ୍ସପେକ୍ଟର୍‌ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ନିର୍ଦ୍ଦେଶ ହୋଇଛି। ସେଣ୍ଟର୍‌ ଭିତରେ ଓ ବାହାରେ ଯେଭଳି କୋଭିଡ୍‌ କଟକଣା ଶତପ୍ରତିଶତ ପାଳନ ହେବ, ତାହା ପୁଲିସ ନିଶ୍ଚିତ କରାଇବ।

ବିଏମ୍‌ସିର ବରିଷ୍ଠ ଅଧିକାରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ସହ ହୋଇଥିବା ଆଲୋଚନାରେ ରାଜଧାନୀର ୬ଟି ଓ କଟକର ଗୋଟିଏ ସେଣ୍ଟର୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି। 

ସେଣ୍ଟର୍‌ ବାହାରେ ଅଭିଭାବକମାନେ ଭିଡ଼ ନକରିବାକୁ କୁହାଯାଇଛି। ସାନିଟାଇଜ୍ କରିବା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଟିମ୍ ରହିବ ବୋଲି ଜଣାପଡ଼ିଛି।

No comments