Page Nav

HIDE

Grid

GRID_STYLE

Classic Header

Breaking News:

latest

ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ ମାନେ ନେଉଛନ୍ତି ଡ୍ରଗ୍ସ , ଦୀପିକା ପାଦୁକୋନଙ୍କ ଫୋନ୍ ଜବତ (ଏନ୍‌ସିବି) ଜେରା ।

ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ ମାନେ ନେଉଛନ୍ତି ଡ୍ରଗ୍ସ , ଦୀପିକା ପାଦୁକୋନଙ୍କ ଫୋନ୍ ଜବତ (ଏନ୍‌ସିବି) ଜେରା ।  ସୁଶାନ୍ତ ସିଂ ରାଜପୁତ ମାମଲାରେ ଅଭିନେତ୍ରୀ ଦୀପିକା...

ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ ମାନେ ନେଉଛନ୍ତି ଡ୍ରଗ୍ସ , ଦୀପିକା ପାଦୁକୋନଙ୍କ ଫୋନ୍ ଜବତ (ଏନ୍‌ସିବି) ଜେରା । 
ସୁଶାନ୍ତ ସିଂ ରାଜପୁତ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ପଚରାଉଚରା ଚାଲିଛି। ଆଜି ସକାଳେ ଦୀପିକାଙ୍କୁ ଏନସିବି କାର୍ଯ୍ୟାଳୟକୁ ଡକାଯାଇଥିଲା। ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ ତାଙ୍କର ଡ୍ରଗ୍ ଚାଟ୍ ମିଳିଥିଲା, ଯାହାପରେ ତାଙ୍କୁ ସମନ୍‌ ପଠାଯାଇଥିଲା।

ଦୀପିକା ପାଦୁକୋନଙ୍କ ଆସିବାର କିଛି ସମୟ ପରେ ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ ମଧ୍ୟ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଶୁକ୍ରବାର ଏନସିବି କରିସ୍ମାଙ୍କୁ ମଧ୍ୟ ପଚରାଉଚରା କରିଥିଲା।

ପ୍ରଥମ ରାଉଣ୍ଡରେ ଜୟା ସାହା ଏବଂ କରିଶ୍ମା ପ୍ରକାଶଙ୍କ ବିୟାନ ଉପରେ ପ୍ରଶ୍ନ କରିପାରେ, ଦ୍ୱିତୀୟ ରାଉଣ୍ଡରେ ହ୍ବାଟସ୍ ଆପ୍ ଗ୍ରୁପ୍‌ର ସ୍କ୍ରିନସଟ, ଚାଟ୍ ଏବଂ ତାଙ୍କ ଫୋନ୍‌କୁ ନେଇ ପ୍ରଶ୍ନ କରିପାରେ। ତୃତୀୟ ରାଉଣ୍ଡରେ ଯାଞ୍ଚ ସହିତ ଜଡ଼ିତ କଥା ଦୀପିକାଙ୍କୁ ପଚାରାଯାଇପାରେ। ସେହିପରି ଚତୁର୍ଥ ରାଉଣ୍ଡରେ ଦୀପିକା ଏବଂ କରିଶ୍ମାଙ୍କୁ ସାମ୍ନାସାମ୍ନି କରାଯାଇପାରେ।

No comments