Page Nav

HIDE

Grid

GRID_STYLE

Classic Header

Breaking News:

latest

ଗୋଟିଏ ଦିନ ରେ ୩୯୯୧ ଓଡ଼ିଶା ରେ କରୋନା ଆକ୍ରାନ୍ତ ଚିହ୍ନଟ। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ  ଗତ ୨୪  ଘଣ୍ଟାରେ ରାଜ୍ୟରେ ୩୯୯୧ ଜଣ କ...

ଗୋଟିଏ ଦିନ ରେ ୩୯୯୧ ଓଡ଼ିଶା ରେ କରୋନା ଆକ୍ରାନ୍ତ ଚିହ୍ନଟ।



ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ  ଗତ ୨୪  ଘଣ୍ଟାରେ ରାଜ୍ୟରେ ୩୯୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬୭୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୨୧କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହି ସବୁ ଆକ୍ରାନ୍ତ ଚିହ୍ନଟ ହୋଇଛି।

ବରଗଡରୁ ୧୬୯ , ମୟୁରଭଞ୍ଜରୁ ୧୬୦,   ଯାଜପୁର ଜିଲ୍ଲାରୁ ୧୪୮, କେନ୍ଦ୍ରାପଡ଼ାରୁ ୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୮, ଗଞ୍ଜାମ ଜିଲ୍ଲାରୁ ୯୫, ବଲାଙ୍ଗୀର ଜିଲ୍ଲାରୁ୧୮୦, ବାଲେଶ୍ବର ଜିଲ୍ଲାରୁ ୭୪, କୋରାପୁଟ ଜିଲ୍ଲାରୁ ୧୨୭, ଭଦ୍ରକ ଜିଲ୍ଲାରୁ ୮୨, ରାୟଗଡ଼ା ଜିଲ୍ଲାରୁ ୫୮, ସୁନ୍ଦରଗଡ଼ ଜିଲ୍ଲାରୁ ୯୮, ଜଗତସିଂହପୁର ଜିଲ୍ଲାରୁ ୧୦୯, ସମ୍ବଲପୁର ଜିଲ୍ଲାରୁ ୧୦୪, କଳାହାଣ୍ଡି ଜିଲ୍ଲାରୁ ୭୪, ଯାଜପୁର ଜିଲ୍ଲାରୁ ୧୪୮, କନ୍ଧମାଳ ଜିଲ୍ଲାରୁ ୫୭, ମାଲକାନଗିରି ଜିଲ୍ଲାରୁ ୧୯, ଗଜପତି ଜିଲ୍ଲାରୁ ୧୮,   ଝାରସୁଗୁଡ଼ା ଜିଲ୍ଲାରୁ ୪୯, ଢେଙ୍କାନାଳ ଜିଲ୍ଲାରୁ ୧୦୧, ନବରଙ୍ଗପୁର ଜିଲ୍ଲାରୁ ୧୨୫, କେନ୍ଦୁଝର ଜିଲ୍ଲାରୁ ୮୧, ସୁବର୍ଣ୍ଣପୁର ଜିଲ୍ଲାରୁ ୭୪, ଅନୁଗୁଳ ଜିଲ୍ଲାରୁ ୧୧୪, ନୂଆପଡ଼ା ଜିଲ୍ଲାରୁ ୯୬, ଦେବଗଡ଼ରୁ ୧୮ ଓ ବୌଦ୍ଧ ଜିଲ୍ଲାରୁ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

No comments