Page Nav

HIDE

Grid

GRID_STYLE

Classic Header

Breaking News:

latest

କେମିତି ନିଜକୁ ରକ୍ଷା କରିବା ଏ କରୋନା ମହାମାରୀ ରୁ

ଭୁବନେଶ୍ବର: ରାଜ୍ୟରେ ଟେଷ୍ଟ ତୁଳନାରେ କମିଲା ଆକ୍ରାନ୍ତ ସଂଖ୍ୟା । ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ ୮ ହଜାର ୯୬ ଟେଷ୍ଟ ହୋଇଥିଲା । ହେଲେ ସେଥିରୁ ୪୯୪ ଜଣଙ୍କ ନମୁନାରୁ କ...


ଭୁବନେଶ୍ବର: ରାଜ୍ୟରେ ଟେଷ୍ଟ ତୁଳନାରେ କମିଲା ଆକ୍ରାନ୍ତ ସଂଖ୍ୟା । ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ ୮ ହଜାର ୯୬ ଟେଷ୍ଟ ହୋଇଥିଲା । ହେଲେ ସେଥିରୁ ୪୯୪ ଜଣଙ୍କ ନମୁନାରୁ କରୋନା ଭୂତାଣୁ ଚିହ୍ନଟ ହୋଇଛି ଏବଂ କରୋନା ସଂକ୍ରମଣରେ ୨ ଜଣଙ୍କ ଜୀବନ ଯାଇଛି । ଏହି ଦୁଇ ମୃତକ ଗଂଜାମ ଜିଲ୍ଲାରୁ ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୭୯କୁ ବଢିଯାଇଛି । ସେପଟେ ରାଜ୍ୟରେ ୧୫ ହଜାର ଟପିଛି ଆକ୍ରାନ୍ତ ସଂଖ୍ୟା ।

No comments