Page Nav

HIDE

Grid

GRID_STYLE

Classic Header

Breaking News:

latest

ବଢିଲା ଶ୍ରମିକଙ୍କ ମଜୁରି, ଅତିକୁଶଳୀ ଶ୍ରମିକ ପାଇବେ ୪୫୩ ଟଙ୍କା ୪୦ ପଇସା

୨୪/୦୭:ନୂଆ ମଜୁରିରେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୦୩ ଟଙ୍କା ୪୦ ପଇସାକୁ ବୃଦ୍ଧି କରାଯାଇଛି, ଅର୍ଧକୁଶଳୀ ଶ୍ରମିକଙ୍କ ମଜୁରି ୩୪୩ ଟଙ୍କା ୪୦ ପଇସା ଓ କୁଶଳୀ ଶ୍ରମିକଙ୍କ...



୨୪/୦୭:ନୂଆ ମଜୁରିରେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୦୩ ଟଙ୍କା ୪୦ ପଇସାକୁ ବୃଦ୍ଧି କରାଯାଇଛି, ଅର୍ଧକୁଶଳୀ ଶ୍ରମିକଙ୍କ ମଜୁରି ୩୪୩ ଟଙ୍କା ୪୦ ପଇସା ଓ କୁଶଳୀ ଶ୍ରମିକଙ୍କ ମଜୁରି ୩୯୩ ଟଙ୍କା ୪୦ ପଇସାକୁ ବୃଦ୍ଧି କରାଯାଇଚି । ସେହିପରି ଅତିକୁଶଳୀ ଶ୍ରମିକଙ୍କ ମଜୁରି ୪୫୩ ଟଙ୍କା ୪୦ ପଇସାକୁ ବୃଦ୍ଧି କରାଯାଇଛି ।
ରାଜ୍ୟ ସରକାର ଶ୍ରମିକଙ୍କ ମଜୁରି ବୃଦ୍ଧି କରିଛନ୍ତି । କୁଶଳୀ, ଅଣକୁଶଳୀ ଆଦି ଶ୍ରମିକଙ୍କ ଦୈନିକ ମଜୁରି ବଢାଇଛନ୍ତି ସରକାର ।
ଏନେଇ ଓଡିଶା ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  

No comments