Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଶି ଅନୁଯାୟୀ ରାକ୍ଷୀ ପୂର୍ଣ୍ଣିମାରେ ଭାଇଙ୍କୁ ଖୁଆନ୍ତୁ ପସନ୍ଦର ମିଠା

ଚଳିତ ବର୍ଷ ଅଗଷ୍ଟ ୩ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀଟି ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ଦୀର୍ଘାୟୁର କମାନା କରନ୍ତି। ଏହି ଦିନରେ ଯଦି ଆପଣ ନିଜ ଭାଇଙ୍କୁ ରାଶି ଅ...


ଚଳିତ ବର୍ଷ ଅଗଷ୍ଟ ୩ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀଟି ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ଦୀର୍ଘାୟୁର କମାନା କରନ୍ତି। ଏହି ଦିନରେ ଯଦି ଆପଣ ନିଜ ଭାଇଙ୍କୁ ରାଶି ଅନୁଯାୟୀ ମିଠା ଖୁଆଇବେ, ତେବେ ଆପଣଙ୍କ ସମ୍ପର୍କରେ ସର୍ବଦା ମଧୁରତା ରହିବ। ଜାଣନ୍ତୁ ରାଶି ଅନୁଯାୟୀ ଭାଇଙ୍କ ପାଇଁ ମିଠା ପ୍ରସ୍ତୁତ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ମିଠା।
ମେଷ – ନିଜ ଭାଇଙ୍କୁ ମାଲପୁଆ ପ୍ରସ୍ତୁତ କରି ଖୁଆନ୍ତୁ। ଲାଲ ରଙ୍ଗର ମିଠା ମଧ୍ୟ ଖୁଆଇପାରିବେ।
ବୃଷ ରାଶି – ଭାଇଙ୍କୁ ଧଳା ରଙ୍ଗର ମିଠା ଖୁଆନ୍ତୁ। ଖିରୀ ମଧ୍ୟ ଖୁଆଇପାରିବେ।
ମିଥୁନ ରାଶି – ଭାଇଙ୍କୁ ବେସନରେ ପ୍ରସ୍ତୁତ ମିଠା ଖୁଆନ୍ତୁ। ହଳଦୀ ରଙ୍ଗର ଅନ୍ୟ ମିଠା ମଧ୍ୟ ଖୁଆଇପାରିବେ।
କର୍କଟ ରାଶି – ଭାଇଙ୍କୁ ରାବିଡ଼ି ଖୁଆନ୍ତୁ।
ସିଂହରାଶି – ହଳଦିଆ ରଙ୍ଗର ମିଠା ଖୁଆନ୍ତୁ।
କନ୍ୟା ରାଶି – ବେସନର ଲଡ଼ୁ ଖୁଆନ୍ତୁ।
ତୁଳା ରାଶି – ହଲୱା ପ୍ରସ୍ତୁତ କରି ଖୁଆନ୍ତୁ।
ବିଛା ରାଶି – ଗୁଡ଼ରେ ପ୍ରସ୍ତୁତ ମିଠା ଖୁଆନ୍ତୁ। ଲାଲ ରଙ୍ଗର ମିଠା ମଧ୍ୟ ଖୁଆଇ ପାରିବେ।
ଧନୁ ରାଶି – ରସୋଗଲା ଖୁଆନ୍ତୁ।କେସରରେ ପ୍ରସ୍ତୁତ ମିଠା ମଧ୍ୟ ଖୁଆଇପାରିବେ।
ମକର ରାଶି – ଗୋଲାପଜାମୁ ଖୁଆନ୍ତୁ।
କୁମ୍ଭ ରାଶି – କାଲାକନ୍ଦ ଖୁଆନ୍ତୁ।
ମୀନ ରାଶି – ଖିରରେ ପ୍ରସ୍ତୁତ କେକ ଖାଆନ୍ତୁ।

No comments