୨୫।୦୮: ଆଜି ପର୍ଜଙ୍ଗ ଦଦରାଘାଟି-ପିତିରି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଗଞ୍ଜାମ ଯାଉଥିବା ଏକ ପରିବାରର ୪ ଜଣ ଗୁରୁତର ଓ ଦୁଇ ଜଣ ୫/୬ବର୍ଷର ଶିଶୁ ମୃତ୍ୟୁ ବର...
୨୫।୦୮: ଆଜି ପର୍ଜଙ୍ଗ ଦଦରାଘାଟି-ପିତିରି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଗଞ୍ଜାମ ଯାଉଥିବା ଏକ ପରିବାରର ୪ ଜଣ ଗୁରୁତର ଓ ଦୁଇ ଜଣ ୫/୬ବର୍ଷର ଶିଶୁ ମୃତ୍ୟୁ ବରଣ କରିଛନ୍ତି ।
ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜ କିଶୋର ପ୍ରଧାନ (ବାପୁ ଭାଇ ) ଖବର ପାଇ ହସ୍ପିଟାଲରେ ପହଞ୍ଚି ମୃତକ ଦୁଇ ଶିଶୁର ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର ସହ ଗଂଜାମ ନେବା ବ୍ୟବସ୍ଥା ଓ ୪ ଜଣ ଗୁରୁତରଙ୍କୁ ବଡ଼ ମେଡିକାଲ କଟକ ନେବାର ସମସ୍ତ ବନ୍ଦୋବସ୍ତ କରି ପଠାଇଲେ ।




No comments