Page Nav

HIDE

Grid

GRID_STYLE

Classic Header

Breaking News:

latest

କଠୋର ଲକ୍‌ଡାଉନ୍ ଜାରି କରିବାକୁ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଭାରତୀୟ ଅର୍ଥନୀତିରେ ସମସ୍ୟା ସୃଷ୍ଟି ହୋଇଛି। ଏକ ଋଣ ମୋରାଟରିୟମ୍ ମାମଲାର ଶୁଣାଣି କରି ବୁଧବାର ଦି...

କଠୋର ଲକ୍‌ଡାଉନ୍ ଜାରି କରିବାକୁ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଭାରତୀୟ ଅର୍ଥନୀତିରେ ସମସ୍ୟା ସୃଷ୍ଟି ହୋଇଛି।



ଏକ ଋଣ ମୋରାଟରିୟମ୍ ମାମଲାର ଶୁଣାଣି କରି ବୁଧବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି କି, ଋଣ ମୋରାଟରିୟମ୍ ଉପରେ ଥିବା କର୍ତ୍ତୃତ୍ବ ପ୍ରସଙ୍ଗ ଉଲ୍ଲେଖ କରି ଏକ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରନ୍ତୁ।

ସୁପ୍ରିମ୍ କୋର୍ଟ ପୁଣି କହିଛନ୍ତି, ଆପଣ ଆପଣଙ୍କର କ୍ଷମତା ସ୍ପଷ୍ଟ କରନ୍ତୁ। ଆପଣ କହୁଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନିଷ୍ପତ୍ତି ନେଇଛି। ଆମେ ରଜିର୍ଭ ବ୍ୟାଙ୍କ୍‌ର ଉତ୍ତର ପାଠ କରିଛୁ। କିନ୍ତୁ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପଛରେ ଆତ୍ମଗୋପନ କରିଛନ୍ତି କେନ୍ଦ୍ର ସରକାର।

ମୋରାଟରିୟମ୍ ସମୟ ସୀମା ଅଗଷ୍ଟ ୩୧ ତାରିଖ ଦିନ ଶେଷ ହେଉଛି।

No comments