ସୁବର୍ଣ୍ଣ ଜୟନ୍ତୀ କଥାକହିି ଓ ଜାନକୀ ବଲ୍ଲଭ ଙ୍କ କଥାପ୍ରଣବ ମୁଖାର୍ଜୀ ମନେ ପକାଇ ଭାବପ୍ରବଣ ହୋଇ ଜଇ ଥିଲେ । ଶ୍ରୀ ମୁଖାର୍ଜୀ କାର୍ଯ୍ୟକ୍ରମରେ ଯୋଗଦେବା ବେଳକୁ ଜାନକ...
ଶ୍ରୀ ମୁଖାର୍ଜୀ କାର୍ଯ୍ୟକ୍ରମରେ ଯୋଗଦେବା ବେଳକୁ ଜାନକୀ ବଲ୍ଲଭଙ୍କ ବିୟୋଗ ହୋଇଯାଇଥିଲା। ସେ ନିଜ ଅଭିଭାଷଣ ରଖିବା ବେଳେ କହିଥିଲେ, ମୁଁ ନିମନ୍ତ୍ରଣ ପାଇ ସହମତି ଜଣାଇଥିଲି। କଥା ରଖି ଆସିଲି ମଧ୍ୟ। ହେଲେ ଆଜି ଆସିବା ବେଳକୁ ବନ୍ଧୁ ନାହାନ୍ତି।
ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଦୁଇଜଣ କିପରି ଦୁଇଥର କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ, ସେ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।
ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ଭଲ ପାଉଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏଭଳି ଆହ୍ବାନ ଦେଇଥିଲେ। ୨୦୧୭ ନଭେମ୍ବର ୨୧ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଣବ ମୁଖାର୍ଜୀ। କାର୍ଯ୍ୟକ୍ରମ ଶେଷ କରି ସେ ରେଭେନ୍ସାରେ ଚା ପିଇଥିଲେ।
ପୁସ୍ତକ ‘ଟ୍ରଷ୍ଟ ସାର୍ଥକତା’କୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ତତ୍କାଳୀନ ରେଭେନ୍ସାର କୁଳପତି ଡକ୍ଟର ପ୍ରକାଶ ଷଡ଼ଙ୍ଗୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


No comments