Page Nav

HIDE

Grid

GRID_STYLE

Classic Header

Breaking News:

latest

ମୁମ୍ବାଇ ବିମାନବନ୍ଦରର ନିୟନ୍ତ୍ରଣ ଖୁବଶୀଘ୍ର ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ଅଧୀନକୁ ଆସିବ।  ଏହି ନିୟନ୍ତ୍ରଣ କ୍ଷମତା ଆଦାନିକୁ ହସ୍ତାନ୍ତର କରିବା ଲାଗି ଋଣ...

ମୁମ୍ବାଇ ବିମାନବନ୍ଦରର ନିୟନ୍ତ୍ରଣ ଖୁବଶୀଘ୍ର ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ଅଧୀନକୁ ଆସିବ। 



ଏହି ନିୟନ୍ତ୍ରଣ କ୍ଷମତା ଆଦାନିକୁ ହସ୍ତାନ୍ତର କରିବା ଲାଗି ଋଣ ଭାରତରେ ବୁଡ଼ି ରହିଥିବା ଜିଭିକେ ଗ୍ରୁପ୍ କହିଛନ୍ତି। ଋଣ ବୋଝ ତଳେ ଦବି ରହିଥିବା ଜିଭିକେ ଏହି ପ୍ରକଳ୍ପରୁ ଓହରିବା ଲାଗି ଉଦ୍ୟମ କରୁଥିଲା। ଆଦାନି ଆଗ୍ରହ ଦେଖାଇବା ପରେ କଥାବାର୍ତା ଆଗକୁ ବଢ଼ିଥିଲା।

ଋଣ ଦେଇଥିବା ସଂସ୍ଥାଗୁଡ଼ିକର ଚାପ ଓ କରୋନା ମହାମାରୀର ପ୍ରଭାବ ଯୋଗୁଁ ନିଜର ବହୁ ମୂଲ୍ୟ କାରବାରକୁ ୍ରଆଦାନିକୁ ଦେବା ଲାଗି ଜିଭିକେର ପ୍ରତିଷ୍ଠାତା ରାଜି ହୋଇଛନ୍ତି।

ଆଦାନି ପାଖରେ ଏବେ ଅହମ୍ମଦାବାଦ, ଲକ୍ଷ୍ନୌଳ ମେଙ୍ଗାଲୁରୁ, ଥିରୁବନନ୍ତପୂରଣ, ଜୟପୁର ଓ ଗୌହ୍ବାଟିର ବିମାନ ବନ୍ଦର ପ୍ରକଳ୍ପ ରହିଛି।

No comments