Page Nav

HIDE

Grid

GRID_STYLE

Classic Header

Breaking News:

latest

ଓଡ଼ିଶା ରେ ପୁଣି ଏକ ଲାଗି ରହିବ ଲଘୁଚାପ ୯ ତାରିଖ ରୁ। ଭୁବନେଶ୍ୱର: ଓଡ଼ିଶା ରେ ପୁଣି ଏକ ଲଘୁଚାପ ଲାଗି ରହିବ ବୋଲି ପାଣିପାଗ ବିବାଘ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଉ...

ଓଡ଼ିଶା ରେ ପୁଣି ଏକ ଲାଗି ରହିବ ଲଘୁଚାପ ୯ ତାରିଖ ରୁ।



ଭୁବନେଶ୍ୱର: ଓଡ଼ିଶା ରେ ପୁଣି ଏକ ଲଘୁଚାପ ଲାଗି ରହିବ ବୋଲି ପାଣିପାଗ ବିବାଘ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଉତ୍ତର ଓଡ଼ିଶା ପଶ୍ଚିମଉପକୂଳରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ରେ ତିଆରି ହୋଇ ଥିବା ଲଘୁଚାପ ଏବେ ଅଧିକ ସକ୍ରିୟ ହୋଇ ଏବେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ରେ ରହିଛି।
ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସକ୍ରିୟ ରହିବାର ସୂଚନା ମିଳିଛି।
ଆଗାମୀ ୯ ତାରିଖରେ ପଶ୍ଚିମ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପରିମାଣ ରେ ବର୍ଷା ର ପ୍ରଭାବ ବାଡିବାର ସମ୍ଭ।ବନା ରହିଛି। ଲଘୁଚାପ ପାଇଁ ଆସନ୍ତା ୨୪ ଘଣ୍ଟା ଭିତରେ ସମୁଦ୍ର ଭିତରକୁ ଯିବାକୁ ମନା କରା ଯାଇଛି। ଲଘୁଚାପ ର ପ୍ରଭାବିତ ଅଞ୍ଚଳ ର ଲୋକ ମାନଙ୍କୁ ସଚେତନ କରା ଯାଇଛି। ଆସନ୍ତା ୯ ତାରିଖରେ କୋରାପୁଟ, ମାଲକାନଗିରି,କଳାହାଣ୍ଡି,ନବରଙ୍ଗପୁର ଓ କନ୍ଦମାଳ ଜିଲ୍ଲା ରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମ,ସୋନପୁର, ଢେଙ୍କାନାଳ, ମୟୁରଭଞ୍ଜ, ଝାରସୁଗୁଡା, ସମ୍ବଲପୁର ଜିଲ୍ଲା ରେ କିଛି ସ୍ଥାନରେ ବର୍ଷିବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

No comments