ସୁନା-ରୂପା ଏବେ ଲଗାତାର କମୁଛି। ନୂଆଦିଲ୍ଲୀ:୧୩/୦୮: ବଜାର ରେ ଏବେ ସୁନା ରୁପା ର ଦର ଏବେ କମିବାକୁ ଲାଗିଛି। ବିଗତ ୭ବର୍ଷ ପରେ ଏବେ ଘରୋଇ ବଜାର ରେ ଏହାର ପ୍ରଭାବ ପଡିଛ...
ନୂଆଦିଲ୍ଲୀ:୧୩/୦୮: ବଜାର ରେ ଏବେ ସୁନା ରୁପା ର ଦର ଏବେ କମିବାକୁ ଲାଗିଛି। ବିଗତ ୭ବର୍ଷ ପରେ ଏବେ ଘରୋଇ ବଜାର ରେ ଏହାର ପ୍ରଭାବ ପଡିଛି। ମଙ୍ଗଳବାର ବାର ପରେ ବୁଧବାର ମଧ୍ୟ ନୂଆଦିଲ୍ଲୀ ସରାଫା ବଜାର ରେ ସୁନା ମୁଲ୍ୟ୧୦ ଗ୍ରାମ ପିଛା ୧୦୦୦ ଟଙ୍କା ରୁ ଅଧିକ ଶସ୍ତା ହୋଇଛି।
ସେପଟେ ରୂପ ଦାମ ଗୋଟିଏ କିଲୋ ଗ୍ରାମ ପିଛା ୫୧୭୨ ଟଙ୍କା ହ୍ରାସ ପାଇଛି। ମଙ୍ଗଳବାର ସୁନା ପରି ରୁପା ଦାମ ମଧ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀ ରେ କିଲୋ ଗ୍ରାମ ପିଛା ରୂପା ଦାମ ୭୨,୭୫୬ ଟଙ୍କା ହ୍ରାସ ଘାଟି ୬୭,୧୭୨ ଟଙ୍କା କୁ ଖସି ଆସିଛି।
ଏହି ସମୟରେ ରୁପା କିଲୋଗ୍ରାମ ପିଛା ୫୧୭୨ ଟଙ୍କା ରେକର୍ଡ ହ୍ରାସ ପାଇଛି। ଅନ୍ୟ ପଟେ ମୁମ୍ବାଇ ରେ ଦାମ ଖସିଯାଇଛି।


No comments