Page Nav

HIDE

Grid

GRID_STYLE

Classic Header

Breaking News:

latest

ରେଳବାଇ ର ସ୍ୱତନ୍ତ୍ର ସାଇକେଲ ଟ୍ରାକ ଜାଞ୍ଚ ପାଇଁ। ଟ୍ରାକ୍‌ ଯାଞ୍ଚ ଲାଗି ରେଳବାଇ ପକ୍ଷରୁ ମାତ୍ର ୩୦୦୦ ଟଙ୍କାରେ ସ୍ବତନ୍ତ୍ର ସାଇକଲ୍ ବିକଶିତ କରାଯାଇଛି। ଟ୍ରାକ୍‌ର ନ...

ରେଳବାଇ ର ସ୍ୱତନ୍ତ୍ର ସାଇକେଲ ଟ୍ରାକ ଜାଞ୍ଚ ପାଇଁ।



ଟ୍ରାକ୍‌ ଯାଞ୍ଚ ଲାଗି ରେଳବାଇ ପକ୍ଷରୁ ମାତ୍ର ୩୦୦୦ ଟଙ୍କାରେ ସ୍ବତନ୍ତ୍ର ସାଇକଲ୍ ବିକଶିତ କରାଯାଇଛି। ଟ୍ରାକ୍‌ର ନିରୀକ୍ଷଣ ଓ ମରାମତି କରିବାରେ ଏହା ବିଶେଷ ସହାୟକ ହେବ। ମରାମତି ପାଇଁ ଲାଗୁ ଥିବା ସମୟ ହ୍ରାସ ପାଇବ। 

ନର୍ଥ ସେଣ୍ଟ୍ରାଲ୍‌ ରେଲ୍‌ୱେ ପକ୍ଷରୁ ଏହି ସାଇକଲ୍ ବିକଶିତ କରାଯାଇଛି। ଅତ୍ୟଧିକ ବର୍ଷା ପରେ ବ୍ରିଜ୍ ପାଖ ଅଞ୍ଚଳ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ଯାଞ୍ଚ ପାଇଁ ରେଳବାଇ କର୍ମଚାରୀମାନେ ଏହି ସାଇକଲ୍ ମାଧ୍ୟମରେ ସେଠାରେ ଶୀଘ୍ର ପହଞ୍ଚିପାରିବେ। ଏହି ସାଇକେଲ ସାହାଯ୍ୟ ରେ ୪ଜଣ ବ୍ୟକ୍ତି ଯାତାୟତ କରି ପାରିବେ।

No comments