Page Nav

HIDE

Grid

GRID_STYLE

Classic Header

Breaking News:

latest

୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ, ଦେଶ ଆଗକୁ ଗତି କରୁଛି।

୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ, ଦେଶ ଆଗକୁ ଗତି କରୁଛି।  ଭୁବନେଶ୍ୱର ୨୫/୮: ରାଜ୍ୟରେ ଆଜି ୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାପରେ ରାଜ୍ୟରେ କରୋନା ଆକ୍ରାନ...

୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ, ଦେଶ ଆଗକୁ ଗତି କରୁଛି। 
ଭୁବନେଶ୍ୱର ୨୫/୮: ରାଜ୍ୟରେ ଆଜି ୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାପରେ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୫୯୪୭୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୬୨୭, ଗଞ୍ଜାମରୁ ୨୬୬, ନୟାଗଡ଼ରୁ ୧୪୩, ପୁରୀରୁ ୧୪୧, ରାୟଗଡ଼ାରୁ ୧୧୨, କୋରାପୁଟରୁ ୧୦୪, ଭଦ୍ରକରୁ ୯୯, କଟକରୁ ୯୮, ବୌଦ୍ଧରୁ ୮୭, ମାଲକାନଗିରିରୁ ୭୬, କେନ୍ଦ୍ରାପଡ଼ାରୁ ୭୪, କନ୍ଧମାଳରୁ ୭୩, ସୁନ୍ଦରଗଡ଼ରୁ ୭୩, କଳାହାଣ୍ଡିରୁ ୭୨, ମୟୁରଭଞ୍ଜରୁ ୭୦, ବାଲେଶ୍ୱରରୁ ୬୩, ନବରଙ୍ଗପୁରରୁ ୪୪, ଗଜପତିରୁ ୪୨, ଯାଜପୁରରୁ ୪୦, କେନ୍ଦୁଝରରୁ ୩୭, ଅନୁଗୁଳରୁ ୩୨, ଜଗତସିଂହପୁରରୁ ୩୨, ସମ୍ବଲପୁରରୁ ୩୨, ବରଗଡ଼ରୁ ୨୯, ଢ଼େଙ୍କାନାଳରୁ ୨୦, ସୋନପୁରରୁ ୨୦, ବଲାଙ୍ଗୀରରୁ ୧୮, ଝାରସୁଗୁଡ଼ାରୁ ୧୭, ଦେଓଗଡ଼ରୁ ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

No comments