Page Nav

HIDE

Grid

GRID_STYLE

Classic Header

Breaking News:

latest

ସେପ୍ଟେମ୍ବର ୧୪ ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ସେପ୍ଟେମ୍ବର ୧୪ ତାରିଖ ରୁ ଦଶମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହବ। ପରୀକ୍ଷା ର ଶେଷ ସେପ୍ଟେମ୍ବର ...

ସେପ୍ଟେମ୍ବର ୧୪ ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା।




ସେପ୍ଟେମ୍ବର ୧୪ ତାରିଖ ରୁ ଦଶମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହବ। ପରୀକ୍ଷା ର ଶେଷ ସେପ୍ଟେମ୍ବର ୨୨ ରେ ଶେଷ ହବ ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଅନ୍ୟ ପଟେ ଶିକ୍ଷକ ଙ୍କର ପଦୋନ୍ନତି କରିବେ ସରକାର। ୫୬ ହଜାର ଶିକ୍ଷକ ପଦୋନ୍ନତି ପାଇବେ । ଅଗଷ୍ଟ ଶେଷ ସୁଦ୍ଧା ଶିକ୍ଷକ ମାନଙ୍କୁ ପଦୋନ୍ନତି ମିଳି ଯିବ। ଏ ନେଇ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିପରି ଓପନ୍ ଲଣ୍ଣିଂ ସ୍କୁଲ ପରୀକ୍ଷା ସେପ୍ଟେମ୍ବର ୧୪ ତାରିଖ ରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବା।

No comments