Page Nav

HIDE

Grid

GRID_STYLE

Classic Header

Breaking News:

latest

ଏବେ ପେଟ୍ରୋଲ ବିକ୍ରି ବଢ଼ିଛି ଓ ଡିଜେଲ ବିକ୍ରି କମିଛି। ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଲକ୍‌ଡାଉନ୍‌ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା, ଦରରେ ବୃଦ୍ଧି ଓ ଅର୍ଥନୈତିକ କା...

ଏବେ ପେଟ୍ରୋଲ ବିକ୍ରି ବଢ଼ିଛି ଓ ଡିଜେଲ ବିକ୍ରି କମିଛି।



ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଲକ୍‌ଡାଉନ୍‌ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା, ଦରରେ ବୃଦ୍ଧି ଓ ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ରହିଥିବାରୁ ଡିଜେଲ୍ ବିକ୍ରି ହ୍ରାସ ପାଇଛି। ମାତ୍ର ପେଟ୍ରୋଲ୍ ବିକ୍ରିରେ ୫.୫ ପ୍ରତିଶତର ବୃଦ୍ଧି ହୋଇଛି। କ୍ରମାଗତ ଦ୍ବିତୀୟ ମାସ ପାଇଁ ଡିଜେଲ୍ ବିକ୍ରି ହ୍ରାସ ପାଇଛି। 

ମାତ୍ର ଗତବର୍ଷର ଅଗଷ୍ଟ ତୁଳନାରେ ଚଳିତ ବର୍ଷ ପେଟ୍ରୋଲ୍ ବିକ୍ରି ୮.୫ ପ୍ରତିଶତ ଓ ଡିଜେଲ୍ ବିକ୍ରି ୨୨ ପ୍ରତିଶତ କମ୍ ରହିଛି। ଦେଶରେ ବିକ୍ରି ହୋଇଥିବା ମୋଟ ତୈଳ ମଧ୍ୟରୁ ୪୦ ପ୍ରତିଶତ ହେଉଛି ଡିଜେଲ୍। ଏହାକୁ ଅର୍ଥନୈତିକ ଅଭିବୃଦ୍ଧିର ଏକ ମାନଦଣ୍ଡ ଭାବେ ବିଚାର କରାଯାଇଥାଏ। ଅଗଷ୍ଟରେ ବିମାନ ଇନ୍ଧନ ବିକ୍ରିରେ ୮% ବୃଦ୍ଧି ହୋଇଥିବା ବେଳେ ଏଲ୍‌ପିଜି ବିକ୍ରି ୦.୫ ପ୍ରତିଶତ ବଢ଼ିଥିବା ଜଣାପଡ଼ିଛି।

ମାତ୍ର ପେଟ୍ରୋଲ୍ ବିକ୍ରିରେ ୫.୫ ପ୍ରତିଶତର ବୃଦ୍ଧି ହୋଇଛି। କ୍ରମାଗତ ଦ୍ବିତୀୟ ମାସ ପାଇଁ ଡିଜେଲ୍ ବିକ୍ରି ହ୍ରାସ ପାଇଛି। 

No comments