Page Nav

HIDE

Grid

GRID_STYLE

Classic Header

Breaking News:

latest

ଜାପାନରେ ରିଲିଜ୍‌ ହେବାକୁ ଯାଉଛି ବଲିଉଡ ର ଜଣାଶୁଣା ଭୁତ ଚଳଚ୍ଚିତ୍ର( ଓ "ସ୍ତ୍ରୀ"କଲ ଆନା ) ।

ଜାପାନରେ ରିଲିଜ୍‌ ହେବାକୁ ଯାଉଛି ବଲିଉଡ ର ଜଣାଶୁଣା ଭୁତ ଚଳଚ୍ଚିତ୍ର( ଓ "ସ୍ତ୍ରୀ"କଲ ଆନା ) । ଫିଲ୍ମ (ଓ ‘ସ୍ତ୍ରୀ’ କଲ ଆନା)ଏବେ ଜାପାନରେ ରିଲିଜ୍‌ ହୋଇଛ...

ଜାପାନରେ ରିଲିଜ୍‌ ହେବାକୁ ଯାଉଛି ବଲିଉଡ ର ଜଣାଶୁଣା ଭୁତ ଚଳଚ୍ଚିତ୍ର( ଓ "ସ୍ତ୍ରୀ"କଲ ଆନା ) ।
ଫିଲ୍ମ (ଓ ‘ସ୍ତ୍ରୀ’ କଲ ଆନା)ଏବେ ଜାପାନରେ ରିଲିଜ୍‌ ହୋଇଛି ।ସେଠାରେ ଦର୍ଶକଙ୍କ ପକ୍ଷରୁ ତାକୁ ଖୁବ୍‌ ଭଲ ପ୍ରତିକ୍ରିୟା ମିଳୁଛି ।  ଭାରତରେ ୨୦୧୮ରେ ଫିଲ୍ମଟି ରିଲିଜ୍‌ ହୋଇଥିଲା । ସେଥିରେ ତାଙ୍କ ସହ ଅଭିନେତା ରାଜକୁମାର ରାଓ ଏବଂ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ଆସିଥିଲେ ।

ଫିଲ୍ମରେ ଶ୍ରଦ୍ଧାଙ୍କ ଚରିତ୍ରର ରହସ୍ୟ ଉପରୁ ଏବେ ଯାଏ ପରଦା ଉଠିନଥିବାବେଳେ ଦର୍ଶକେ ତାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି । ଜଣେ ଘନିଷ୍ଠ ସୂତ୍ରଙ୍କ ଅନୁସାରେ ନିର୍ମାତାମାନେ ଏହାର ସିକ୍ୱେଲ ପାଇଁ ଯୋଜନା କରୁଛନ୍ତି । ସବୁକିଛି ଠିକଠାକ୍‌ ରହିଲେ ଆସନ୍ତାବର୍ଷ ଏହି ହରର୍‌ କମେଡିର ସିକ୍ୱେଲ ଦର୍ଶକଙ୍କ ସାମ୍ନାକୁ ଆସିପାରେ ।

No comments