Page Nav

HIDE

Grid

GRID_STYLE

Classic Header

Breaking News:

latest

ଆଜି ରାଜ୍ୟରେ ୪୨୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ...

ଆଜି ରାଜ୍ୟରେ ୪୨୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। 



୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯,୬୭୫ ଥିବା ବେଳେ ଖୋର୍ଦ୍ଧାରେ ୩୧,୪୪୧, କଟକରେ ୧୬,୬୨୯, ଗଜପତିରେ ୩୩୬୭, ଯାଜପୁରରେ ୬୯୬୭, ବାଲେଶ୍ବରରେ ୬୩୪୩, ଜଗତସିଂହପୁର ଜିଲ୍ଲାରେ ୪୧୧୪, ପୁରୀରେ ୮୩୮୭, କେନ୍ଦ୍ରାପଡ଼ାରେ ୪୦୧୭, ଭଦ୍ରକ ଜିଲ୍ଲାରେ ୪୫୨୨, ସୁନ୍ଦରଗଡ଼ରେ ୬୫୪୭, ବଲାଙ୍ଗୀରରେ ୩୫୪୪, କନ୍ଧମାଳରେ ୩୭୧୬, ମୟୂରଭଞ୍ଜରେ ୬୭୫୯, କୋରାପୁଟରେ ୫୫୩୧, ନୟାଗଡ଼ରେ ୪୨୨୬, କେନ୍ଦୁଝରରେ ୩୪୭୩, ନୂଆପଡ଼ାରେ ୨୧୪୫, ଝାରସୁଗୁଡ଼ାରେ ୩୪୪୭, ଢେଙ୍କାନାଳରେ ୩୧୨୧, କଳାହାଣ୍ଡିରେ ୨୬୦୪, ବରଗଡ଼ ଜିଲ୍ଲାରେ ୫୩୩୬, ଅନୁଗୁଳରେ ୨୮୫୦, ମାଲକାନଗିରିରେ ୩୧୮୩, ସମ୍ବଲପୁରରେ ୪୯୫୦, ରାୟଗଡ଼ାରେ ୬୯୧୮, ବୌଦ୍ଧରେ ୧୪୬୧, ସୋନପୁର ଜିଲ୍ଲାରେ ୨୩୦୮, ଦେବଗଡ଼ ଜିଲ୍ଲାରେ ୫୦୧ ଓ ନବରଙ୍ଗପୁର ଜିଲ୍ଲାରେ ୨୮୭୧ରେ ପହଞ୍ଚିଛି।

No comments