Page Nav

HIDE

Grid

GRID_STYLE

Classic Header

Breaking News:

latest

ଭୁବନେଶ୍ୱର ରେ ଆଜି ୩୧୯ କରୋନା ପଜେଟିଭି। ଭୁବନେଶ୍ୱରରୁ ମୋଟ୍‌ ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୬୨ ଜଣ ସରକାରୀ ସଂଗରୋଧ ଓ ୨୫୭ ଜଣ ସ୍ଥାନୀୟ ଅଂଚଳ...

ଭୁବନେଶ୍ୱର ରେ ଆଜି ୩୧୯ କରୋନା ପଜେଟିଭି।



ଭୁବନେଶ୍ୱରରୁ ମୋଟ୍‌ ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୬୨ ଜଣ ସରକାରୀ ସଂଗରୋଧ ଓ ୨୫୭ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଚନ୍ଦ୍ରଶେଖରପୁରରୁ ୫ ଜଣ, ସହିଦ ନଗର, ରସୁଲଗଡ଼ରୁ ୪-୪ ଜଣ, ବଡ଼ଗଡ଼, ପୋଖରିପୁଟ, ପଟିଆରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପଟିଆରୁ ୧୩, ଚନ୍ଦ୍ରଶେଖରପୁରରୁ ୧୨, ସାଲିଆସାହିରୁ ୧୧ ଜଣ, ଖଣ୍ଡଗିରିରୁ ୧୦ ଜଣ, ନିଳାଦ୍ରୀ ବିହାର, ୟୁନିଟ-୯, ମଂଚେଶ୍ୱର କଲୋନି, ଡୁମଡୁମାରୁ ୮-୮ ଜଣ, ଆଇଆରସି ଭିଲେଜ, ଚିନ୍ତାମଣିଶ୍ୱର, ରସୁଲଗଡ଼ଣୁ ୭ ଜଣ ଲେଖାଏଁ, ସାମନ୍ତରାପୁରରୁ ୬ ଜଣ, ବରମୁଣ୍ଡାରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

No comments