Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜ୍ୟ ରେ ଆଜି ନୂଆ ୪୧୮୦ କରୋନା ଅକ୍ରାନ୍ତ ଚିହ୍ନଟ। ଆଜି ୪୧୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୬୬ ଓ ସ୍ଥାନୀୟ ଅଞ୍...

ରାଜ୍ୟ ରେ ଆଜି ନୂଆ ୪୧୮୦ କରୋନା ଅକ୍ରାନ୍ତ ଚିହ୍ନଟ।



ଆଜି ୪୧୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୬୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୧୪ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭଙ୍କ‌ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୫୪, ଗଞ୍ଜାମ ଜିଲ୍ଲାରୁ ୫୮, ବଲାଙ୍ଗୀର ଜିଲ୍ଲାରୁ ୭୩, ବାଲେଶ୍ବର ଜିଲ୍ଲାରୁ ୧୩୩, କୋରାପୁଟ ଜିଲ୍ଲାରୁ ୯୯, ଭଦ୍ରକ ଜିଲ୍ଲାରୁ ୮୧, ରାୟଗଡ଼ା ଜିଲ୍ଲାରୁ ୧୬୦, ପୁରୀ ଜିଲ୍ଲାରୁ ୧୬୬, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୬, ଜଗତସିଂହପୁର ଜିଲ୍ଲାରୁ ୧୨୩, ସମ୍ବଲପୁର ଜିଲ୍ଲାରୁ ୧୨୭, କଳାହାଣ୍ଡି ଜିଲ୍ଲାରୁ ୬୭, ଯାଜପୁର ଜିଲ୍ଲାରୁ ୧୮୪, କନ୍ଧମାଳ ଜିଲ୍ଲାରୁ ୭୭, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୨୧, ମାଲକାନଗିରି ଜିଲ୍ଲାରୁ ୫୩, ଗଜପତି ଜିଲ୍ଲାରୁ ୨୫, ମୟୂରଭଞ୍ଜ ଜିଲ୍ଲାରୁ ୧୬୩ , ଝାରସୁଗୁଡ଼ା ଜିଲ୍ଲାରୁ ୮୩, ଢେଙ୍କାନାଳ ଜିଲ୍ଲାରୁ ୬୭, ନବରଙ୍ଗପୁର ଜିଲ୍ଲାରୁ ୭୩, କେନ୍ଦୁଝର ଜିଲ୍ଲାରୁ ୭୩, ସୁବର୍ଣ୍ଣପୁର ଜିଲ୍ଲାରୁ ୬୨, ଅନୁଗୁଳ ଜିଲ୍ଲାରୁ ୧୫୫, ବରଗଡ଼ ଜିଲ୍ଲାରୁ ୧୦୦, ନୂଆପଡ଼ା ଜିଲ୍ଲାରୁ ୫୪, ଦେବଗଡ଼ରୁ ୧୦ ଓ ବୌଦ୍ଧ ଜିଲ୍ଲାରୁ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୩୭ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

No comments