Page Nav

HIDE

Grid

GRID_STYLE

Classic Header

Breaking News:

latest

ଚୀନ କୁ ଜବାବ ଦେବା ପାଇଁ ଭାରତ କିଣିବ ଲଢୁଆ ଡ୍ରୋନ୍‌।

ଚୀନ କୁ ଜବାବ ଦେବା ପାଇଁ ଭାରତ କିଣିବ ଲଢୁଆ ଡ୍ରୋନ୍‌।  ଲଢ଼ୁଆ ଡ୍ରୋନ କ୍ରୟ କରିବା ପ୍ରସ୍ତାବକୁ ମଂଜୁରି ଦେବାର ସମ୍ଭାବନା ରହିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସି...

ଚୀନ କୁ ଜବାବ ଦେବା ପାଇଁ ଭାରତ କିଣିବ ଲଢୁଆ ଡ୍ରୋନ୍‌। 
ଲଢ଼ୁଆ ଡ୍ରୋନ କ୍ରୟ କରିବା ପ୍ରସ୍ତାବକୁ ମଂଜୁରି ଦେବାର ସମ୍ଭାବନା ରହିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିରକ୍ଷା କ୍ରୟ ପରିଷଦର ବୈଠକରେ ଏହି ପ୍ରସ୍ତାବ ଉପରେ ବିଚାର କରାଯିବ ।

ଆମେରିକାର ଜେନେରାଲ ଆଟୋମିକ୍ସ କଂପାନି ଏହି ଡ୍ରୋନ ନିର୍ମାଣ କରୁଛି । ଭାରତ ୩୦ଟି ଡ୍ରୋନ କ୍ରୟ କରିବା ସକାଶେ ୨୨,୦୦୦ କୋଟି ଟଙ୍କା ବ୍ୟୟ କରିବ । ଚୀନ୍‌ ସେନା ସହିତ ଭାରତୀୟ ସେନା ଲଦାଖ ସୀମାରେ ମୁହାଁମୁହିଁ ହୋଇଥିଲାବେଳେ ଭାରତ ସରକାର ଏବେ ସେନାର ଆବଶ୍ୟକତା ପୂରଣ କରିବା ପାଇଁ ଅଧିକ ତତ୍ପରତା ପ୍ରକାଶ କରୁଛନ୍ତି ।

No comments