Page Nav

HIDE

Grid

GRID_STYLE

Classic Header

Breaking News:

latest

ଦିଲ୍ଲୀ ବିମାନ ବନ୍ଦର ରେ କରୋନା ପରୀକ୍ଷା। ଦେଶରେ ପ୍ରଥମ। ଦେଶରେ ପ୍ରଥମ ଥର ପାଇଁ ଦିଲ୍ଲୀ ବିମାନବନ୍ଦରରେ ଏଭଳି ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରର ଟର୍ମିନାଲ୍‌-୩ରେ...

ଦିଲ୍ଲୀ ବିମାନ ବନ୍ଦର ରେ କରୋନା ପରୀକ୍ଷା। ଦେଶରେ ପ୍ରଥମ।



ଦେଶରେ ପ୍ରଥମ ଥର ପାଇଁ ଦିଲ୍ଲୀ ବିମାନବନ୍ଦରରେ ଏଭଳି ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରର ଟର୍ମିନାଲ୍‌-୩ରେ ଏହି ସୁବିଧା ଆରମ୍ଭ ହୋଇଛି। ଅନ୍ତର୍ଜାତୀୟ ଯାତ୍ରୀମାନେ ଉପଯୁକ୍ତ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ୍‌ ନଥାଇ ଯାତ୍ରା କରୁଛନ୍ତି।

ତେଣୁ ସେମାନେ ଟେଷ୍ଟିଂ ପାଇଁ ଆଗୁଆ ବୁକ୍‌ କରିପାରିବେ। ଟେଷ୍ଟ୍‌ କରିବାର ୪-୬ ଘଣ୍ଟା ମଧ୍ୟରେ ରିପୋର୍ଟ ମିଳିଯା‌ଉଛି। ଯାତ୍ରୀମାନଙ୍କୁ ଏଥିପାଇଁ ସେମାନଙ୍କ ନାମ, ପୂରା ଠିକଣା ଏବଂ ସଠିକ୍‌ ପରିଚୟ ପତ୍ର ଦେବାକୁ ପଡ଼ିବ। ଗତକାଲି ଦିଲ୍ଲୀ ଅନ୍ତର୍ଜାତୀୟ ବିମ‌ାନବନ୍ଦରରେ ଏହି ସୁବିଧା ଆରମ୍ଭ ହୋଇଛି।

No comments