Page Nav

HIDE

Grid

GRID_STYLE

Classic Header

Breaking News:

latest

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ଖୁଲାସା ହେଉଛି।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ଖୁଲାସା ହେଉଛି । ହତ୍ୟା ମାମଲାରୁ ଆରମ୍ଭ ହୋଇଥିବା ତଦନ୍ତ ଏବେ ଡ୍ରଗ୍ସ କନେକ୍ସନରେ ବଲିଉଡର ଅନେକ ...

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ଖୁଲାସା ହେଉଛି ।

ହତ୍ୟା ମାମଲାରୁ ଆରମ୍ଭ ହୋଇଥିବା ତଦନ୍ତ ଏବେ ଡ୍ରଗ୍ସ କନେକ୍ସନରେ ବଲିଉଡର ଅନେକ ସେଲିବ୍ରିଟିଙ୍କର ମୁଖା ଖୋଲିଛି। ତେବେ ଅନ୍ୟପକ୍ଷେ ସେଣ୍ଟ୍ରାଲ ଫରେନସିକ୍ ସାଇନ୍ସ ଲ୍ୟାବ୍(ସିଏସଏଫଏଲ)ର ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରକାର ପ୍ରମାଣ ମିଳିନାହିଁ।

ସିଏଲଏସ୍ଏଲ୍ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରାରେ ଥିବା ତାଙ୍କ ଘରେ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଥିଲା। ଏଥିରେ ଜଣାପଡିଥିଲା ସୁଶାନ୍ତଙ୍କ ମୃତ୍ୟୁ ଫାଶୀ ଲଗାଇବା କାରଣରୁ ହୋଇଥିଲା। ସିଏଲଏସଏଲ୍ ନିଜର ରିପୋର୍ଟ ସିବିଆଇକୁ ପ୍ରଦାନ କରିଛି। ଏହାର ବିଦ୍ଧିବଧ ଭାବରେ ତଦନ୍ତକାରୀ ଏଜେନ୍ସି ଖୁବ୍ ଶୀଘ୍ର ଘୋଷଣା କରିପାରେ।

No comments