ଯୁକ୍ତ ୩ ନାମ ଲେଖା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ଏନେଇ ସବିଶେଷ ବିବରଣୀ ସୋମବାର ପ୍ରକାଶ ପାଇବ ବୋଲି ଉଚ୍...
୧୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ଏନେଇ ସବିଶେଷ ବିବରଣୀ ସୋମବାର ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପର୍ଫମାନ୍ସ ଟ୍ରାକିଂ ସେଲ୍ ମୁଖ୍ୟ ମିହିର ଦାଶ ସୂଚନା ଦେଇଛନ୍ତି।
ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସାମିଲ ହୋଇଛନ୍ତି। ଏଥିସହ ଅଧିକ ଅନୁଧ୍ୟାନ ଲାଗି ୬ଟି ସବ୍ କମିଟିରେ ବି ଗଠିତ ହୋଇଛି। କମିଟି ରିପୋର୍ଟ ଦେବା ପରେ ଜାତୀୟ ଶିକ୍ଷାନୀତି ପ୍ରଚଳନ ନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି।


No comments