ଦେଶରେ ପ୍ରାୟ ଅଢେଇ ମାସ ପରେ ସଂକ୍ରମଣ ଟିକେ ସ୍ଥିର ପାଇଛି। ୫୦ ହଜାର କୁ ଖସିଛି ସଂକ୍ରମଣ ର ହାର। ଦେଶ ରେ କରୋନା ସଂକ୍ରମଣ ସ୍ଥିତି ଏବେ ସୁଧୁରିଛି ଦେଶରେ ପ୍ରାୟ ଗୋଟା...
ଦେଶ ରେ କରୋନା ସଂକ୍ରମଣ ସ୍ଥିତି ଏବେ ସୁଧୁରିଛି
ଦେଶରେ ପ୍ରାୟ ଗୋଟାଏ ଦିନ ରେ ୪୯.୭୯୦ ନୂଆ ପଜେଟିଭି ଚିହ୍ନଟ ହୋଇ ଥିବା ବେଳେ ସଂକ୍ରମଣ ର ଶିକାର ହୋଇ ଗୋଟିଏ ଦିନ ରେ ୫୮୭ ଜଣ କରୋନା ରୋଗୀ ଜୀବନ ହରାଇଛନ୍ତି।
ଦେଶରେ କରୋନା ସଂକ୍ରମଣ ର ସୁଧାର ଆସିଲେ ମଧ୍ୟ ଲୋକ ମାନଙ୍କ ମଧ୍ୟରେ ମନ ରୁ ଡର କମି ନାହିଁ ଓ କରୋନା ପାଖରୁ ସତର୍କ ରହିବା ପାଇଁ କେନ୍ଦ୍ର ଓ ସ୍ୱାସ୍ଥ୍ୟ ମନ୍ତଳୟ ସୂଚନା ଦେଇଛନ୍ତି। ଏବେ ମଧ୍ୟ ଦେଶ ରେ ୭ ଲକ୍ଷ ୪୮ ହଁଜର ଜଣ ଚିିକିତ୍ସା ହଉଛନ୍ତି।


No comments