ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବସି ଙ୍କୁ କିଛି ପରାମର୍ଶ ଦେଇ ଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନା ବିପକ୍ଷ ରେ ଲଢ଼ିବା ପାଇଁ ଆମେ ସମସ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନା ବିପକ୍ଷ ରେ ଲଢ଼ିବା ପାଇଁ ଆମେ ସମସ୍ତେ ଭାରତୀୟ ମନେ ବୋହୋତ ଲମ୍ବାରାସ୍ତା ବାଛି ନେଇଛନ୍ତି । ମୋଦି କହିଛନ୍ତି ଯେ ଆମେ ସର୍ବଦା ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଦରକାର। ଆଉ ମଧ୍ୟ ମୋଦି କହିଛନ୍ତି ଯେ ଜନଗହଳି ପାଖରୁ ମଧ୍ୟ ଦୁରେଇ ରହିବା ଦରକାର।
ଯଦି ଆମେ ଜନ ଗହଳି ଜାଗା ରୁ ଦୁରେଇ ରହିବା ହେଲେ ଆମେ କରୋନା କୁ ହରାଇ ଆମେ ଜିତି ପରିବା ଏବଂ ଆମେ ଆମ ପରିବାର କୁ କରୋନା ମହାମାରୀ ପାଖରୁ ଦୁରେଇ ରଖି ପରିବା। ଆଉ ମଧ୍ୟ ମୋଦି କହିଛନ୍ତି ଯେ ଆମେରିକା, ୟୁରୋପ ସବୁ ଜାଗା ରେ କରୋନା ସଂକ୍ରମଣ ମାମଲା ରେ କମ ଥିଲେ ହେଲେ ଏବେ ଅଚାନକ ସଂକ୍ରମଣ ବଢ଼ିବାରେ ଲାଗିଛି ଯେ ପର୍ଯ୍ୟନ୍ତ କରୋନା ମେଡ଼ିସିନ ନଆସିଛି ସେ ପର୍ଯ୍ୟନ୍ତ ଆମେ ସମସ୍ତେ କରୋନା କୁ ଡରିବା ନାହିଁ ଏବଂ କରୋନା ପାଖରୁ ଦୁରେଇ ରହିବା ବୋଲି ମୋଦି କହିଛନ୍ତି।


No comments