ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ରେ ୨୦୧ ଜଣ ପଜେଟିଭି ଚିହ୍ନଟ ହୋଇଛନ୍ତି। ଏବେ ମଧ୍ୟ ରାଜଧାନୀ ଭୁବନେଶ୍ୱର ରେ ବିପଦ ଟଳିନି। ଏବେ ମଧ୍ୟ ଭୁବନେଶ୍ୱର ରେ ପଜେଟିଭି ମ...
ଏବେ ମଧ୍ୟ ରାଜଧାନୀ ଭୁବନେଶ୍ୱର ରେ ବିପଦ ଟଳିନି।
ଏବେ ମଧ୍ୟ ଭୁବନେଶ୍ୱର ରେ ପଜେଟିଭି ମାନଙ୍କ ର ସଂଖ୍ୟା ଦିନକୁ ଦିନ ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦୧ ଜଣ ପଜେଟିଭି ଚିହ୍ନଟ ହୋଇଛନ୍ତି ସବୁ ମିଶାଇ ଭୁବନେଶ୍ୱର ରେ ପଜେଟିଭି ସଂଖ୍ୟା ୨୮ ହଜାର କୁ ଟପି ଯାଇଛି।
୨୦୧ ପଜେଟିଭି ମଧ୍ୟ ରୁ ୧୩୭ ଲୋକାଲ ଓ ୬୪ ଜଣ ସଙ୍ଗରୋଧ ରୁ ଚିହ୍ନଟ ହୋଇଛନ୍ତି। ବିଜେବି ନଗର , ଚିନ୍ତାମଣିସ୍ୱର,ଡୁଡୁମା, ଗଜପତି ନଗର , ରୁ ଚିହ୍ନଟ କରାଯାଇଛି।


No comments