Page Nav

HIDE

Grid

GRID_STYLE

Classic Header

Breaking News:

latest

Pubg କୁ ନେଇ ଏବେ ଭାରତ ସରକାର ଙ୍କୁ ବଡ ପ୍ରଶ୍ନ ଯେ ଭାରତ ରୁ Pubg ହଟିବ ନା ରହିବ। Pubg ଭାରତ ର ଏକ ଲୋକପ୍ରିୟ ଗେମ ଏହାକୁ ନେଇ Pubg ଭାରତ ରେ ନୁହଁ ପୁରା ପୃଥିବୀ ...

Pubg କୁ ନେଇ ଏବେ ଭାରତ ସରକାର ଙ୍କୁ ବଡ ପ୍ରଶ୍ନ ଯେ ଭାରତ ରୁ Pubg ହଟିବ ନା ରହିବ।



Pubg ଭାରତ ର ଏକ ଲୋକପ୍ରିୟ ଗେମ ଏହାକୁ ନେଇ Pubg ଭାରତ ରେ ନୁହଁ ପୁରା ପୃଥିବୀ ରେ ଲୋକ ପ୍ରିୟ ହୋଇ ପରିଛି ହେଲେ କିଛି ଦିନ ପୂର୍ବ ରୁ 
Pubg କୁ ଭାରତ ରୁ ବ୍ୟାନ କରା ଯାଇଥିଲା । ହେଲେ ମଧ୍ୟ ଏବେ ସୁଦ୍ଧା ଭାରତ ରେ Pubg ଚାଲୁଛି। ହେଲେ ଏ ବିଷୟରେ ରେ କେହି ଜାଣି ନାହାନ୍ତି କେ Pubg ଭାରତ ରେ ରହିବ କି ହଟିବ।

ଏବେ ମଧ୍ୟ କିଛି ଲୋକ କହୁଛନ୍ତି ଯେ Pubg ହଟି ଯିବ। ଏବେ ମଧ୍ୟ ଇଣ୍ଡିଆନ ମାର୍କେଟ ରେ Pubg ଚାଲୁଛି।

No comments