Page Nav

HIDE

Grid

GRID_STYLE

Classic Header

Breaking News:

latest

୧୧୦୦ ବସ ରୁ ଚାଲିଛି ମାତ୍ର ୨୦୦ ବସ। ମୋଟ ୧୧ଶହରୁ ଏବେ ଯେଉଁ ୨୦୦ ବସ ଚଳାଚଳକ କରୁଛି, ଗାଡ଼ି ମାଲିକଙ୍କ ଦୈନିକ ତେଲ ଖର୍ଚ୍ଚ ବି ଉଠିପାରୁ ନାହିଁ। ମାସିକ ଗୋଟିଏ ବସ୍...

୧୧୦୦ ବସ ରୁ ଚାଲିଛି ମାତ୍ର ୨୦୦ ବସ।



ମୋଟ ୧୧ଶହରୁ ଏବେ ଯେଉଁ ୨୦୦ ବସ ଚଳାଚଳକ କରୁଛି, ଗାଡ଼ି ମାଲିକଙ୍କ ଦୈନିକ ତେଲ ଖର୍ଚ୍ଚ ବି ଉଠିପାରୁ ନାହିଁ। ମାସିକ ଗୋଟିଏ ବସ୍ ପିଛା ୧ ଲକ୍ଷ ଟଙ୍କାରୁ ଅଧଇକ କ୍ଷତି ସହୁଛନ୍ତି ବସ୍ ମାଲିକ। ଗୋଟିଏ ସମୟରେ କଟକ-ପୁରୀ ରୁଟରେ ଦୈନିକ ୮୦ ଖଣ୍ଡ ବସ୍ ଚାଲୁଥିଲା। ଆଜି ସେହି ରୁଟରେ ୧୫ ଖଣ୍ଡ ଚାଲିଲେ ବି ଲୋକ ହେଉନାହାନ୍ତି।

ଗୋଟିଏ ବସରେ ଇନଷ୍ଟଲମେଣ୍ଟ ମାସିକ ୬୦ ହଜାର(ଏସି ବସ୍), ୪୫ ହଜାର (ନନ୍ ଏସି) ବାବଦରେ ଖର୍ଚ୍ଚ ହୁଏ। ଷ୍ଟାଫ ପେମେଣ୍ଟ ମାସିକ ୪୫ ହଜାର, ମେଣ୍ଟେନାନ୍ସ  ୧୦ ହଜାର, ଟ୍ୟାକ୍ସ ୧୦ ହଜାର, ବୀମା ୭ ହଜାର ଖର୍ଚ୍ଚ ହେଉଥିବା ବେଳେ ଏବେ ମାସିକ ଗାଡ଼ି ପିଛା ଏକ ଲକ୍ଷରୁ ଅଧିକ ଟଙ୍କା କ୍ଷତି ସହୁଛନ୍ତି ବସ୍ ମାଲିକ।

No comments