Page Nav

HIDE

Grid

GRID_STYLE

Classic Header

Breaking News:

latest

ବହୁବଳୀ ସିନେମା ରେ ଅମିତାଭ ବଚ୍ଚନ ନଜର ଆସିବେ ବୋଲି ବୈଜୟନ୍ତୀ ମୁଭିଜ ସୂଚନା ଦେଇଛି। ବୈଜୟନ୍ତୀ ମୁଭିଜ ଏଯାବତ ଅଲଗା ଅଲଗା ଭାରତୀୟ ଭାଷାରେ ଅନେକ ହିଟ୍ ଫିଲ୍ମ ନିର୍ମ...

ବହୁବଳୀ ସିନେମା ରେ ଅମିତାଭ ବଚ୍ଚନ ନଜର ଆସିବେ ବୋଲି ବୈଜୟନ୍ତୀ ମୁଭିଜ ସୂଚନା ଦେଇଛି।



ବୈଜୟନ୍ତୀ ମୁଭିଜ ଏଯାବତ ଅଲଗା ଅଲଗା ଭାରତୀୟ ଭାଷାରେ ଅନେକ ହିଟ୍ ଫିଲ୍ମ ନିର୍ମାଣ କରିସାରିଛି। ବୈଜୟନ୍ତୀ ମୁଭିଜର ପ୍ରଯୋଜକ ଓ ସଂସ୍ଥାପକ ନାଗ୍ ଅଶ୍ବିନୀ  କହିଛନ୍ତି ସେ ଅମିତାଭ ବଚ୍ଚନଙ୍କ ଜଣେ ବଡ଼ ପ୍ରଶଂସକ। ଅମିତାଭଙ୍କ ଅନେକ ସୁପରହିଟ୍ ଫିଲ୍ମର ତେଲୁଗୁ ରିମେକରେ ସେ କାମ କରିଛନ୍ତି। ଏତେ ବର୍ଷ ପରେ ଗୋଟିଏ ଫିଲ୍ମରେ ଅମିତାଭଙ୍କ ସହ ଏକାଠି କାମ କରିବାକୁ ନେଇ ଅଶ୍ବିନୀ ବେଶ୍ ଉତ୍ସାହିତ ଅଛନ୍ତି।

ଏହି ସିନେମାକୁ ନେଇ ପ୍ରଭାସ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ଶେଷରେ ସ୍ବପ୍ନ ସତ ହେବାକୁ ଯାଉଛି। ଆଗାମୀ ସିନେମାରେ ଅମିତାଭ ବଚ୍ଚନଙ୍କ ସହିତ ସ୍କ୍ରିନ୍ ସେୟାର କରିବାକୁ ଯାଉଛି। ନମସ୍କାର ବିଗ ବି।

No comments