Page Nav

HIDE

Grid

GRID_STYLE

Classic Header

Breaking News:

latest

ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର୍‌ ରିଲିଜ ହୋଇଛି । ଟ୍ରେଲର ଇଣ୍ଟରନେଟରେ ଦିଶିବା ମାତ୍ରେ ପ୍ରଶଂସକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅ...

ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର୍‌ ରିଲିଜ ହୋଇଛି ।



ଟ୍ରେଲର ଇଣ୍ଟରନେଟରେ ଦିଶିବା ମାତ୍ରେ ପ୍ରଶଂସକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଭିନେତା ଅକ୍ଷୟ ଏବଂ ଚଳଚ୍ଚିତ୍ର ଉଦ୍ଦେଶ୍ୟରେ ପ୍ରଶଂସା ବାର୍ତ୍ତା ଦେଇ ଚାଲିଛନ୍ତି। ଅକ୍ଷୟ କୁମାରଙ୍କୁ କମେଡିର କିଙ୍ଗ ବୋଲି କହି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଅଭିନନ୍ଦନ ଜଣାଇଥିବା ବେଳେ ଅକ୍ଷୟଙ୍କ ଏହି ଭୟ ଏବଂ କମେଡି ମିଶ୍ରିତ ଟ୍ରେଲ୍‌ରଟି  ସଭିଙ୍କ ମନକୁ ଛୁଇଁଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ମହିଳା ଭୂମିକାରେ ଅଛନ୍ତି କିଆରା ଆଡଭାନୀ।

କମେଡି କିଙ୍ଗ୍‌ ପରଦାରେ ବିସ୍ଫୋରଣ କରିବାକୁ ଯାଉଛନ୍ତି ବୋଲି କେହି କେହି କହୁଥିବା ବେଳେ ଆଉ କେହି ଲେଖିଛନ୍ତି ଅକ୍ଷୟଙ୍କ ଅଭିନୟର ତୁଳନା ନାହିଁ।

No comments