Page Nav

HIDE

Grid

GRID_STYLE

Classic Header

Breaking News:

latest

କ୍ୟାବିନେଟ୍‌ କମିଟି ବୈଠକରେ ‘ପ୍ରାକୃତିକ ଗ୍ୟାସ ବିପଣନ ସଂସ୍କାର’କୁ ମଞ୍ଜୁରି ପ୍ରଦାନ କରାଯାଇଛି।  ପ୍ରାକୃତିକ ଗ୍ୟାସ୍‌ର ମୂଲ୍ୟ ନିର୍ଧାରଣ କ୍ଷେତ୍ରରେ ଏହା ପାରଦର୍...

କ୍ୟାବିନେଟ୍‌ କମିଟି ବୈଠକରେ ‘ପ୍ରାକୃତିକ ଗ୍ୟାସ ବିପଣନ ସଂସ୍କାର’କୁ ମଞ୍ଜୁରି ପ୍ରଦାନ କରାଯାଇଛି। 



ପ୍ରାକୃତିକ ଗ୍ୟାସ୍‌ର ମୂଲ୍ୟ ନିର୍ଧାରଣ କ୍ଷେତ୍ରରେ ଏହା ପାରଦର୍ଶିତା ଓ ପ୍ରତିଯୋଗିତା ଆଣିବ। ଏହି ସଂସ୍କାର ଦ୍ବାରା ଗ୍ୟାସ ଆଧାରିତ ଅର୍ଥନୀତିକୁ ବଡ଼ ଧରଣର ଶକ୍ତି ମିଳିବ। କଂପାନିଗୁଡ଼ିକ ମଧ୍ୟ ସହଜରେ କାରବାର କରିପାରିବେ ବୋଲି କୁହାଯାଉଛି। କଣ୍ଟ୍ରାକ୍ଟରମାନେ କେଉଁ ମୂଲ୍ୟ‌ରେ ଗ୍ୟାସ ବିକ୍ରି କରିବେ ତାହା ନିର୍ଧାରଣ କରିବା ଲାଗି ସ୍ବଚ୍ଛତାର ସହ ଇ-ବିଡିଂ କରାଯିବ। ପ୍ରାକୃତିକ ଗ୍ୟାସ ବିକ୍ରିରେ ସମାନତା ଆଣିବାରେ ଏହା ସହାୟକ ହେବ। ସ୍ବୀକୃତିପ୍ରାପ୍ତ କଂପାନିଗୁଡ଼ିକୁ ବିଡିଂ ପ୍ରକ୍ରିୟାରେ ଭାଗ ନେବାର ଅନୁମତି ଦିଆଯାଇଛି।

No comments