Page Nav

HIDE

Grid

GRID_STYLE

Classic Header

Breaking News:

latest

୪ ଜିଲ୍ଲାରେ ଝୁଲିବ ତାଲା । ଆସନ୍ତାକାଲି ଠାରୁ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ୧୪ ଦିନିଆ ଲକଡାଉନ୍ ।

ଅନୁଗୋଳ: ୧୬/୦୭ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ କରୋନା ହୁ ହୁ ହୋଇ ବଢି ଚାଲିଥିବା ବେଳେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସଂକ୍ର...


ଅନୁଗୋଳ: ୧୬/୦୭ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ କରୋନା ହୁ ହୁ ହୋଇ ବଢି ଚାଲିଥିବା ବେଳେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ୪ ଜିଲ୍ଲାକୁ ଲକଡାଉନ କରିଛନ୍ତି ସରକାର । କାଲିଠାରୁ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲା ଲକଡାଉନ । ରାଉରକେଲା ମହାନଗର ନିଗମ ବି ୧୪ ଦିନ ଲକଡାଉନମ ରହିବ । ଆସନ୍ତାକାଲି ରାତି ୯ଟାରୁ ୩୧ ଜୁଲାଇ ମଧ୍ୟରାତ୍ରି ଯାଏଁ ଲକଡାଉନରେ ରହିବ ୪ ଜିଲ୍ଲା ସହ ରାଉରକେଲା । ତାଲାବନ୍ଦ ବେଳେ ଅତ୍ୟାଶ୍ୟକୀୟ ସାମଗ୍ରୀ ଜିନିଷ ମିଳିବ। 

No comments