Page Nav

HIDE

Grid

GRID_STYLE

Classic Header

Breaking News:

latest

ସୁରକ୍ଷିତ ଟ୍ରେନ ଚଳାଚଳ ଉପରେ ରେଳ ପଥ ର ଗୁରୁତ୍ୱ। ଟ୍ରେନ୍‌କୁ ସୁପରିଚାଳନା କରିବାର ଏକ ସୁରକ୍ଷା ଉପକରଣ ହେଉଛି ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ୍। ଏହା ସମସ୍ତ ରେଳ ଷ୍ଟେସନ୍...

ସୁରକ୍ଷିତ ଟ୍ରେନ ଚଳାଚଳ ଉପରେ ରେଳ ପଥ ର ଗୁରୁତ୍ୱ।



ଟ୍ରେନ୍‌କୁ ସୁପରିଚାଳନା କରିବାର ଏକ ସୁରକ୍ଷା ଉପକରଣ ହେଉଛି ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ୍। ଏହା ସମସ୍ତ ରେଳ ଷ୍ଟେସନ୍‌ରେ ଖଞ୍ଜା ଯାଇଥାଏ। ଦୁଇଟି ଲାଇନ୍ ଥିବା ରେଳ ଧାରଣାରେ ଡବଲ୍ ଲାଇନ୍ ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ୍(ଡିଏଲ୍‌ବିଆଇ) ଓ ଗୋଟିଏ ରେଳ ଧାରଣା ଥିବା ଲାଇନ୍‌ରେ ଟୋକନ୍‌ଲେସ୍ ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ୍(ଟିଏଲ୍‌ବିଆଇ) ଉପକରଣ ଖଞ୍ଜା ଯାଇଛି। 
ଏହି ଉପକରଣ ଯୋଗୁଁ ରେଳ ଧାରଣାରେ ଗୋଟିଏ ଟ୍ରେନ୍ ସୁରକ୍ଷିତ ସ୍ଥାନରେ ନ ପହଞ୍ଚିବା ପର୍ଯ୍ୟନ୍ତ ଅନ୍ୟ ଟ୍ରେନ୍‌କୁ ସେହି ଲାଇନ୍‌ରେ ଯିବାକୁ ଦେଇନଥାଏ। 

ସୁରକ୍ଷିତ ଟ୍ରେନ୍ ଚଳାଚଳ ଦିଗରେ ଆଉ ଦୁଇପାଦ ଆଗକୁ ଯାଇଛି ପୂର୍ବତଟ ରେଳପଥ। ଦୁର୍ଘଟଣା ଏଡ଼ାଇବା ପାଇଁ ରେଳ ଷ୍ଟେସନ୍‌ରେ ଦୁଇ ପ୍ରକାର ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ୍ ବ୍ୟବହାର ହେଉଥିବା ବେଳେ ଟ୍ରେନ୍ ପରିଚାଳନାରେ ନିୟୋଜିତ ରେଳ ଅଧିକାରୀଙ୍କ ବାର୍ତ୍ତାଳାପ ରେକର୍ଡ ପାଇଁ ଡିଜିଟାଲ୍ ଭଏସ୍ ଲଗର୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି।

No comments