Page Nav

HIDE

Grid

GRID_STYLE

Classic Header

Breaking News:

latest

କୋଭିଡ଼ କେନ୍ଦ୍ର ରେ ପଶିଲା ବନ୍ୟା ପାଣି । ଏବ ମଧ୍ୟ ଲୋକେ ଅସୁବିଧା ରେ ଅଛନ୍ତି। କୋଭିଡ୍‌ ଟେ‌ଷ୍ଟ ପାଇଁ ଆସିଥିବା ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରୀକ୍ଷ...

କୋଭିଡ଼ କେନ୍ଦ୍ର ରେ ପଶିଲା ବନ୍ୟା ପାଣି । ଏବ ମଧ୍ୟ ଲୋକେ ଅସୁବିଧା ରେ ଅଛନ୍ତି।




କୋଭିଡ୍‌ ଟେ‌ଷ୍ଟ ପାଇଁ ଆସିଥିବା ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରୀକ୍ଷା କେନ୍ଦ୍ର ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିଲା। ଏହା ପରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକମାନେ ପହଞ୍ଚି ପରୀକ୍ଷା କରାଇଥିଲେ।

ସେମାନଙ୍କ ଭିତରୁ ୧୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅଧିକାଂଶ ଆକ୍ରାନ୍ତ ବାଳକାଟି ଅଞ୍ଚଳର ହୋଇଥିବା ବେଳେ ଆଉ କିଛି ବାଲିଅନ୍ତା ବ୍ଲକର ବିଭିନ୍ନ ପଞ୍ଚାୟତର ବୋଲି କୁହାଯାଉଛି। ଏହାଛଡ଼ା ବାହାର ଅଞ୍ଚଳର ଲୋକମାନେ ମଧ୍ୟ କୋଭିଡ୍‌ ଟେଷ୍ଟ କରାଇଥିବା ରିପୋର୍ଟରେ ଦର୍ଶାଯାଇଛି।

ଭାର୍ଗବୀ ନଦୀର ବନ୍ୟାପାଣି ଆଜି ସରଦେଇପୁରସ୍ଥିତ ଡାକବଙ୍ଗଳା ଭିତରେ ପଶି ଯାଇଥିଲା। ଫଳରେ ସେଠାରେ ଚାଲୁଥିବା କୋଭିଡ୍‌ ପରୀକ୍ଷା ବନ୍ଦ କରାଯାଇଥିଲା। 

No comments