Page Nav

HIDE

Grid

GRID_STYLE

Classic Header

Breaking News:

latest

ଏବେ ୪୬ ଟି ଗେଟ ଦେଇ ହୀରାକୁଦ ଜଳ ନିଷ୍କାସନ ହେଉଛି। ଆଜି ହୀରାକୁଦ ଆଉ ୨ ଟା ଗେଟ ଖୋଲିଲା । ଶନିବାର ମଧ୍ୟାହ୍ନରେ ଆଉ ଦୁଇଟି ସ୍ଲୁଇସ ଗେଟ ଖୋଲିବା ପରେ ଖୋଲିଥିବା ମୋଟ ...

ଏବେ ୪୬ ଟି ଗେଟ ଦେଇ ହୀରାକୁଦ ଜଳ ନିଷ୍କାସନ ହେଉଛି। ଆଜି ହୀରାକୁଦ ଆଉ ୨ ଟା ଗେଟ ଖୋଲିଲା ।



ଶନିବାର ମଧ୍ୟାହ୍ନରେ ଆଉ ଦୁଇଟି ସ୍ଲୁଇସ ଗେଟ ଖୋଲିବା ପରେ ଖୋଲିଥିବା ମୋଟ ଗେଟ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି ।। ଏହି ୪୨ଟି ଗେଟ ଦେଇ ଏବେ ୮ ଲକ୍ଷ ୮୩ ହଜାର ୮୫୫ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବାବେଳେ ପ୍ରାୟ ୭ ଲକ୍ଷ ୨୫ ହଜାର କ୍ୟୁସେକ ଜଳ ସ୍ଲୁଇସ ଗେଟ ଦେଇ ନିଷ୍କାସିତ ହେଉଛି ।

ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏପର୍ଯ୍ୟନ୍ତ ଜଳସ୍ତର ୬୨୬.୮୧ ଫୁଟରେ ପହଞ୍ଚିସାରିଲାଣି । ଅନ୍ୟପକ୍ଷରେ କଟକ ଜିଲ୍ଲାରେ ଥିବା ମୁଣ୍ଡୁଳି ବ୍ୟାରେଜରେ ଜଳସ୍ତର ବିପଦ ସଂକେତ ଉପରକୁୁ ଉଠିଯାଇଛି।

ଏହା ଫଳରେ କଟକ,ଜଗତସିଂପୁର, ପୁରୀ ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗୁରୁତର ହେବାର ଆଶଙ୍କା ରହିଛି ।

No comments