କାର ନକିଣିଲେ ବେ ସୁଯୋଗ ଦେବ ମରୁତି ମାଲିକ ହେବାର। ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇଦ୍ରାବାଦ ଓ ପୁନେରେ ଏହି ସ୍କିମ୍ର ପରୀକ୍ଷଣ କରାଯିବ। ମାଇଲେସ୍ ଅଟୋମୋଟିଭ୍ ଟେ...
ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇଦ୍ରାବାଦ ଓ ପୁନେରେ ଏହି ସ୍କିମ୍ର ପରୀକ୍ଷଣ କରାଯିବ। ମାଇଲେସ୍ ଅଟୋମୋଟିଭ୍ ଟେକ୍ନୋଲୋଜିସ୍ ଜରିଆରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ସ୍କିମ୍ରେ ଗ୍ରାହକମାନେ ମାରୁତି ସୁଜୁକିର ସ୍ବିଫ୍ଟ ଡିଜାୟାର, ଭିଟାରା ବ୍ରିଜା, ଏର୍ଟିଗା, ବାଲେନୋ, ସିଆଜ୍, ଏକ୍ସଏଲ୍୬କୁ ୧୨, ୧୮, ୨୪, ୩୦, ୩୬, ୪୨ ଓ ୪୮ ମାସ ପାଇଁ ଆଣିପାରିବେ।
ହାଇଦ୍ରାବାଦରେ ସ୍ବିଫ୍ଟ ଏଲ୍ଏକ୍ସଆଇକୁ ସବ୍ସ୍କ୍ରିପ୍ସନ୍ରେ ନେବାକୁ ହେଲେ ମାସକୁ ୧୭,୬୦୦ ଟଙ୍କା ଦେବାକୁ ପଡ଼ିବ। ପୁନେରେ ସେହି ସମାନ ମଡେଲ୍ ପାଇଁ ମାସିକ ୧୮,୩୫୦ ଟଙ୍କା ଦେବାକୁ ହେବ।
। ସେମାନେ ପକେଟ୍କୁ ସୁହାଇବା ଭଳି ସମାଧାନ ଚାହୁଛନ୍ତି। ସେମାନଙ୍କ ଆବଶ୍ୟକତାକୁ ମାରୁତି ସୁଜୁକି ସବ୍ସ୍କ୍ରାଇବ୍ ପୂରଣ କରିବାରେ ସହାୟକ ହେବ। ଗ୍ରାହକମାନଙ୍କୁ ଶୂନ ଡାଉନ୍ ପେମେଣ୍ଟ୍, କାର୍ର ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ, ବୀମା ଓ ୨୪ ଘଂଟିଆ ସଡ଼କ ପାର୍ଶ୍ବ ସହାୟତା ଭଳି ସୁବିଧା ମିଳିବ।


No comments