ରାଜ୍ୟ ରେ ୨୪ ଘଣ୍ଟା ଭିତରେ ମୋଟ ୫୦ ହଜାର ୯୭୯ ଟି ନମୁନା ପରୀକ୍ଷା। ଗତ ୨୪ ଘଣ୍ଟାରେ ମୋଟ୍ ୫୦ ହଜାର ୯୭୯ଟି କରୋନା ନମୁନା ପରୀକ୍ଷା ହୋଇଥିବା ଜଣାଯାଇଛି। ଏହି ନମୁନ...
ଗତ ୨୪ ଘଣ୍ଟାରେ ମୋଟ୍ ୫୦ ହଜାର ୯୭୯ଟି କରୋନା ନମୁନା ପରୀକ୍ଷା ହୋଇଥିବା ଜଣାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ୍ରେ ୪୩,୨୧୩, ଆରଟିପିସିଆରରେ ୭,୬୦୭ ଓ ଟ୍ରୁନଟ୍ରେ ୧୬୦ଟି କରୋନା ନମୁନା ପରୀକ୍ଷା କରାଯାଇଛି।
ଏଥିମଧ୍ୟରୁ ଆଣ୍ଟିଜେନ୍ରେ ୪୨,୫୧୧, ଆରଟିପିସିଆରରେ ୭,୩୪୫ ଓ ଟ୍ରୁନଟ୍ରେ ୧୮୮ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା।
ଚିନ୍ତାର ବିଷୟ ହେଲା, ଗୋଟିଏ ଦିନରେ ରାଜ୍ୟର ୧୪ଟି ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ କେବଳ ଖୋର୍ଧା କି କଟକ ନୁହେଁ; ରାଜ୍ୟର ଏକାଧିକ ଜିଲ୍ଲାରେ ଏବେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ନଜରକୁ ଆସିଛି।


No comments