Page Nav

HIDE

Grid

GRID_STYLE

Classic Header

Breaking News:

latest

ଡ:ରେଡି,ଭାରତରେ ଲଞ୍ଚ କଲା କରୋନା ଔଷଧ, ଜାଣନ୍ତୁ ଏହାର ନାଁ ଓ ମୂଲ୍ୟ?

ଡ:ରେଡି,ଭାରତରେ ଲଞ୍ଚ କଲା କରୋନା ଔଷଧ, ଜାଣନ୍ତୁ ଏହାର ନାଁ ଓ ମୂଲ୍ୟ?  ଦେଶର ଆଉ ଏକ କମ୍ପାନୀ Dr Reddy’s ଲାବୋରେଟରୀ ଲିମିଟେଡ ଭାରତରେ କୋଭିଡ୍-୧୯ର ଚିକିତ୍ସା ପାଇ...

ଡ:ରେଡି,ଭାରତରେ ଲଞ୍ଚ କଲା କରୋନା ଔଷଧ, ଜାଣନ୍ତୁ ଏହାର ନାଁ ଓ ମୂଲ୍ୟ? 
ଦେଶର ଆଉ ଏକ କମ୍ପାନୀ Dr Reddy’s ଲାବୋରେଟରୀ ଲିମିଟେଡ ଭାରତରେ କୋଭିଡ୍-୧୯ର ଚିକିତ୍ସା ପାଇଁ ରେମଡେସିଭିର (Remdesivir)ଔଷଧକୁ ବଜାରରେ ଛାଡିବାର ଘୋଷଣା କରିଛି। ଏହି ଔଷଧ  ‘ରେଡିକ୍ସ’ (Redyx) ନାମରେ ଉପଲବ୍ଧ ହେବ, ଯାହାର ୧୦୦ ମିଲିଗ୍ରାମ  ଭାଇଲ୍ ୫,୪୦୦ ଟଙ୍କାରେ ଉପଲବ୍ଧ ହେବ।

ଏହି ଔଷଧ କମ୍ପାନୀ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଔଷଧ ଗିଲଡ୍ ସାଇନସେଜ୍ ଆଇଏନସି(ଗିଲଡ୍) ସହିତ ଲାଇସେନ୍ସ ବ୍ୟବସ୍ଥା ଅନୁସାରେ ଜାରି କରିଛି। ଗିଲ୍ଡ ପକ୍ଷରୁ ଡକ୍ଟର ରେଡ୍ଡିଜ୍ ଲାବକୁ ରେମଡେସିଭିର (Remdesivir) ର ପଞ୍ଜିକରଣ, ତିଆରି ଓ ବିକ୍ରିର ଅଧିକାର ଦେଇଛି। ଏଭଳି ଭାବରେ ଅଧିକାର ଭାରତ ସହିତ ୧୨୭ଟି ଦେଶରେ କୋଭିଡ୍-୧୯ ସମ୍ଭାବିତ ଚିକିତ୍ସା ପାଇଁ ଦିଆଯାଇଛି।


No comments