Page Nav

HIDE

Grid

GRID_STYLE

Classic Header

Breaking News:

latest

ବନ୍ୟାରେ ଧୋଇଗଲା ୨୩୮ କୋଟି ଟଙ୍କାର ନଦୀବନ୍ଧ ।  ଗତ ବନ୍ୟାରେ ୩୮ଟି ଘାଇ ସହ ୯୯୬ କିଲୋମିଟର ନଦୀବନ୍ଧ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ୧୧ଟି ଜିଲ୍ଲାର ୩୫୧ କିଲୋମିଟରକ ନ...

ବନ୍ୟାରେ ଧୋଇଗଲା ୨୩୮ କୋଟି ଟଙ୍କାର ନଦୀବନ୍ଧ । 



ଗତ ବନ୍ୟାରେ ୩୮ଟି ଘାଇ ସହ ୯୯୬ କିଲୋମିଟର ନଦୀବନ୍ଧ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ୧୧ଟି ଜିଲ୍ଲାର ୩୫୧ କିଲୋମିଟରକ ନଦୀବନ୍ଧ ସୁଦୃଢୀକରଣ ପାଇଁ ୬୪୮ କୋଟି ଟଙ୍କାର ଅନୁଦାନ ଆବଶ୍ୟକ ।ଏନେଇ ଜଳ ସମ୍ପଦ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ।

୯୩୨କୋଟି ଟଙ୍କାର ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ ଅନୁରୋଧ କରାଯାଇଛି । ଏହି ସୂଚନା ଦେଇଛନ୍ତି ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ ସୁଶାନ୍ତ ରଥ ।

No comments