Page Nav

HIDE

Grid

GRID_STYLE

Classic Header

Breaking News:

latest

ଗତ ୨୪ ଘଣ୍ଟା ମଧ୍ୟରେ ୮୦ ହଜାର ୪୭୨ ନୂଆ ସଂକ୍ରମଣ ମାମଲା। ମୋଟ୍‌ ସଂକ୍ରମଣ ମାମଲା ୬୨ ଲକ୍ଷ ୨୫ ହଜାର ୭୬୩କୁ ବୃଦ୍ଧି ପାଇଥିବା ବେଳେ ୯୭ ହଜାର ୪୯୭ ଜଣଙ୍କ କରୋନାରେ ...

ଗତ ୨୪ ଘଣ୍ଟା ମଧ୍ୟରେ ୮୦ ହଜାର ୪୭୨ ନୂଆ ସଂକ୍ରମଣ ମାମଲା।



ମୋଟ୍‌ ସଂକ୍ରମଣ ମାମଲା ୬୨ ଲକ୍ଷ ୨୫ ହଜାର ୭୬୩କୁ ବୃଦ୍ଧି ପାଇଥିବା ବେଳେ ୯୭ ହଜାର ୪୯୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ୫୧ ଲକ୍ଷ ୮୭ ହଜାର ୮୨୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୮୩.୩୩ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୯ ଲକ୍ଷ ୪୦ ହଜାର ୪୪୧ ରହିଛି। 

ଗତକାଲି କେବଳ ୧୦ ଲକ୍ଷ ୮୬ ହଜାର ୬୮୮ ନମୁନା ପରୀକ୍ଷା ହୋଇଛି। ଗତକାଲି ମହାରାଷ୍ଟ୍ରରେ ସର୍ବାଧିକ ୪୩୦ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ମୋଟ୍‌ ୩୬ ହଜାର ୧୮୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

No comments