Page Nav

HIDE

Grid

GRID_STYLE

Classic Header

Breaking News:

latest

ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ୍‌ ଶୁକ୍ରବାର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୨୦୦୦ ରନ୍ ପୂର୍ଣ୍ଣ କରିଛନ୍ତି। ବିରାଟ ମାତ୍ର ୫୬ ପାଳିରୁ ୨୦୦୦ ରନ୍ ପୂର୍ଣ୍ଣ କରିଥିବା ବ...

ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ୍‌ ଶୁକ୍ରବାର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୨୦୦୦ ରନ୍ ପୂର୍ଣ୍ଣ କରିଛନ୍ତି।



ବିରାଟ ମାତ୍ର ୫୬ ପାଳିରୁ ୨୦୦୦ ରନ୍ ପୂର୍ଣ୍ଣ କରିଥିବା ବେଳେ ଫିଞ୍ଚ୍‌ ଏଥିପାଇଁ ୬୨ ପାଳିର ସହାୟତା ନେଇଛନ୍ତି। ଶୁକ୍ରବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ବେଳେ ଫିଞ୍ଚ୍‌ ଏହି ମାଇଲଖୁଣ୍ଟ ଛୁଇଁଥିଲେ।

ମୋଟ ଉପରେ ଫିଞ୍ଚ୍‌ କିନ୍ତୁ ଦଶମ ବ୍ୟାଟ୍ସମ୍ୟାନ୍ ଭାବେ ୨୦୦୦ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ରନ୍ କ୍ଲବ୍‌ରେ ସାମିଲ ହୋଇଛନ୍ତି। ବିରାଟ କୋହଲି, ରୋହିତ ଶର୍ମା‌, ଇଅନ୍ ମୋର୍ଗାନ୍‌ ଏବଂ ଡେଭିଡ୍‌ ୱାର୍ନର ପ୍ରମୁଖ ବିଶ୍ବର ନାମି ବ୍ୟାଟ୍‌ସମ୍ୟାନ୍‌ ଏହି ତାଲିକାରେ ରହିଛନ୍ତି। 

ଏବେ ଘରେ ଫାଇଦା ଓ ବାହାରେ ବି ଫାଇଦା ବୋଲି ମଧ୍ୟ ୱାର୍ନର ମତ ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୩ ମସିହାରେ ବର୍ମିଂହାମର ଏକ ବାରରେ ‌ଜୋ ରୁଟଙ୍କୁ ମୁଥ ମାରିବା ପରଠାରୁ ୱାର୍ନରଙ୍କୁ ଇଂଲିସ୍ ପ୍ରଶଂସକ ପ୍ରତି ଗସ୍ତ ବେଳେ ଚିଡ଼ାଇ ଆସିଥା’ନ୍ତି। ୨୦୧୮ରେ ଦକ୍ଷିଣ ଆଫ୍ରିକାରେ ବଲ୍ ବିକୃତ ଘଟଣାରେ ଧରାପଡ଼ି ବର୍ଷକ ପାଇଁ ନିଲମ୍ବିତ ହେବା ପରେ ମଧ୍ୟ ସମାଲୋଚିତ ହୋଇଆସୁଥିଲେ।

No comments