Page Nav

HIDE

Grid

GRID_STYLE

Classic Header

Breaking News:

latest

ଜାଡେଜାଙ୍କୁ ସୁନାର ତଲୱାର ମିଳିଳା ଉପହାର CSK ତରଫରୁ।

ଜାଡେଜାଙ୍କୁ ସୁନାର ତଲୱାର ମିଳିଳା ଉପହାର CSK ତରଫରୁ। ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦେଖିଛି ଏକ ...

ଜାଡେଜାଙ୍କୁ ସୁନାର ତଲୱାର ମିଳିଳା ଉପହାର CSK ତରଫରୁ।
ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦେଖିଛି ଏକ ସୁନ୍ଦର ଉପହାର ଦେଇ ସମ୍ମାନିତ କରିଛି। ଏହାକୁ ଉପହାର ଓ ସମ୍ମାନ ଉଭୟ କହିହେବ। ଚେନ୍ନାଇ ସୁପରକିଙ୍ଗ୍ସ ଜାଡେଜାଙ୍କୁ ଉପହାର ଦେଇଚି ଏକ ସୁନାର ତଲଓ୍ବାର।

କ୍ରିକେଟ ପଡିଆରେ ରବିନ୍ଦ୍ର ଜାଡେଜା ନିଜର ତଲଓ୍ବାରବାଜି ପାଇଁ ଖୁବ୍ ପ୍ରସିଦ୍ଧ। ପଡିଆରେ ଯେତେବେଳେ ବି ଜାଡେଜା ଶତକ କିମ୍ବା ଅର୍ଦ୍ଧଶତକ କରିଥାନ୍ତି ନିଜର ବ୍ୟାଟକୁ ତଲଓ୍ବାର ଭଳି ବୁଲାଇଥାନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ଏକ ପୁରସ୍କାର ସମାରୋହରେ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ସୁନାର ଟୋଦି ଦେଇଥିବା ବେଳେ ଜାଡେଜାଙ୍କୁ ଦେଇଛି ସୁନାର ତଲଓ୍ବାର।

No comments